୨ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଏନ୍‌କାଉଣ୍ଟର

Laxmikanta Nath 2019-05-18 18:44:03    STATE 1495
୨ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଏନ୍‌କାଉଣ୍ଟର
ଭୁବନେଶ୍ୱର :ଖୋର୍ଦ୍ଧା ଅଞ୍ଚଳରେ୨ ଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଏନ୍‌କାଉଣ୍ଟର । ବେଗୁନିଆ ପୁଲିସର ଏନ୍‌କାଉଣ୍ଟରରେ ୨ଜଣ ଅପରାଧୀ ଆହତ ହୋଇଛନ୍ତି । ଏହି ୨ ଜଣ ଅପରାଧୀ ହେଲେ ପିଣ୍ଟୁ ମାଝୀ ଓ ଉମେଶ ସାହୁ । ଉଭୟଙ୍କ ଗୋଡ଼ରେ ଗୁଳି ବାଜିଥିବା ବେଳେ ତାଙ୍କୁ ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରାଯାଇଛି । ଏନ୍‌କାଉଣ୍ଟର ବେଳେ ଅପରାଧୀଙ୍କ ପାଲଟା ଆକ୍ରମଣରେ କିଛି ପୁଲିସ କର୍ମୀ ବି ଆହତ ହୋଇଛନ୍ତି । ପିଣ୍ଟୁ ଏବଂ ଉମେଶ କାଳୁଚୁଆ ଗୁଳିମାଡ଼ ଏବଂ ବୋମାମାଡ଼ କରି ଗାଡ଼ିରୁ ଟଙ୍କା ଲୁଟ୍ ଘଟଣାରେ ସମ୍ପୃକ୍ତ ଥିବା ପୁଲିସ ସୂଚନା ଦେଇଛି ।




Related News

State

राज्य सरकार और केंद्र सरकार मुजफ्फरपुर में स्वास्थ्य सुविधाओं की आधारभूत संरचनाओं के विकास के प्रति गंभीर है - मंत्री श्याम रजक
Rupesh Kumar 2019-06-17 18:02:39
मुजफ्फरपुर, 17 जून (आरएनआई) | मंत्री श्याम रजक उद्योग विभाग, बिहार सरकार सह प्रभारी मंत्री ने मुजफ्फरपुर में सोमवार को पत्रकारों को संबोधित करते हुए कहा कि एईइस(AES) को लेकर कई रिसर्च किये जा रहे है. उन्होंने कहा कि फिलहाल हमारा मकसद इससे हो रही मौतों पर नियंत्रण पाना है. उन्होंने कहा कि बड़ी संख्या में बच्चो की मौत से हम आहत है. हमारी संवेदनाएं उनके परिवार के साथ है. सरकार उन्हें हर तरह से मदद करने को कटिबद्ध है. उन्होंने कहा कि राज्य सरकार और केंद्र सरकार मुजफ्फरपुर में स्वास्थ्य सुविधाओं की आधारभूत संरचनाओं के विकास के प्रति गंभीर है. इसके साथ ही उन्होंने कहा है कि जिला प्रशासन, स्वास्थ्य विभाग और डॉक्टरों को इस बीमारी से निपटने के लिए जरूरी कदम उठाने को कहा गया है. उन्होंने कहा कि आशा, एएनएम, सेविका, सहायिका और जीविका दीदियों के माध्यम से गांवों में जागरूकता कार्यक्रम चलाए जा रहे है.
केंद्रीय और राज्य स्वास्थ्य मंत्री पर सामाजिक कार्यकर्ता ने मुज़फ़्फ़रपुर सीजीएम कोर्ट में किया केस दायर
Rupesh Kumar 2019-06-17 17:49:33
मुजफ्फरपुर, 17 जून (आरएनआई) | मुजफ्फरपुर में केंद्रीय स्वास्थ्य मंत्री डॉ हर्षवर्धन और बिहार राज्य के स्वास्थ्य मंत्री मंगल पांडे पर मुजफ्फरपुर सीजीएम कोर्ट में मुकदमा दायर हुआ है. दरअसल मुकदमा मुजफ्फरपुर के एक सामाजिक कार्यकर्ता तमन्ना हाशमी ने किया है.
ରଜ ମହୋତ୍ସବରେ ପ୍ରତିଯୋଗିତା
Laxmikanta Nath 2019-06-17 17:46:23
ଭଦ୍ରକ : ଭଦ୍ରକ ଜିଲ୍ଲାର ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତ ବାବାମଣି ମିଶନ କ୍ଲବ ପକ୍ଷରୁ ରଜ ମହୋତ୍ସବ ଅବସରରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଚଳିତବର୍ଷ ଝୋଟି, ପୁଚି, କବାଡ଼ି, ତାସ, ଲୁଡୁ ଓ ମୁରୁଜ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। ଏଠାରେ ଦୀର୍ଘ ୨୦ ବର୍ଷ ଧରି ଏହି ମହୋତ୍ସବ ପାଳନ କରାଯାଇଆସୁଛି। ରାଧାକୃଷ୍ଣ ମୂର୍ତ୍ତି ସାଙ୍ଗକୁ ଠାକୁରାଣୀ ପଡ଼ିଆକୁ ଆଲୋକମାଳାରେ ସଜ୍ଜିତ କରାଯାଇଛି। ବିଭିନ୍ନ ପ୍ରକାର ଦୋଳି, ମୀନାବଜାର ଏଠାରେ ଶୋଭା ପାଉଛି। ମିଶନ କ୍ଲବର ମୁଖ୍ୟ ଆୟୋଜକ ରାଜେଶ ବେହେରା, ସଭାପତି ଅଜୟ ବେହେରା, ସମ୍ପାଦକ ପଦ୍ମଲୋଚନ ବେହେରା, ଗଙ୍ଗାଧର ବେହେରା, ରଶ୍ମିରଞ୍ଜନ ବେହେରା, ମହିମା ବେହେରା, ସୁନିତା ବେହେରା, ସସ୍ମିତା ବେହେରା ପ୍ରମୁଖ ପରିଚାଳନା କରୁଛନ୍ତି।
ଯୁବକବି ଅକ୍ଷୟ ବାରିକଙ୍କ ପରଲୋକ
Laxmikanta Nath 2019-06-17 17:45:38
ଭଦ୍ରକ : ଭଦ୍ରକ ଜିଲ୍ଲାର ପୁସ୍ତକ ମେଳା କମିଟିର ପ୍ରତିଷ୍ଠାତା ଓ ସମ୍ପାଦକ ଯୁବକବି ଅକ୍ଷୟ ବାରିକଙ୍କ ପରଲୋକ ଘଟିଛି । ବିଗତ ଏକ ବର୍ଷ ଧରି ଅକ୍ଷୟ ବାରିକ ଯକୃତ ରୋଗରେ ପୀଡିତ ଥିଲେ । ଶନିବାର ସକାଳ ୮ ଘଟିକାରେ ଭଦ୍ରକରେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୪୭ ବର୍ଷ ହୋଇଥିଲା । ତିହିଡି ବ୍ଲକ ବାରୋ ଗାଁର ଜନ୍ମ ଗ୍ରହଣ କରି ସାହିତ୍ୟ କ୍ଷେତ୍ରରେ ଜିଲ୍ଲା ତଥା ଜିଲ୍ଲା ବାହାରେ ନିଜର ପରିଚୟ ସ୍ଥାପନ କରିଥିଲେ । ସେ ଦେଶକଥା ସାହିତ୍ୟ ପତ୍ରିକାର ସମ୍ପାଦକ, ଜିଲ୍ଲା ଅନ୍ୟତମ ସାରସ ପ୍ରକାଶନୀ ସଂସ୍ଥାର ପ୍ରାଣ ପ୍ରତିଷ୍ଠାତା ତଥା ପ୍ରକାଶକ ଅଟନ୍ତି । ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳ ଓ ସାହିତ୍ୟ ମହଲରେ ଶୋକର ଛାୟା ଖେଳି ଯାଇଛି । ବିଶିଷ୍ଟ ସାହିତ୍ୟିକ ତଥା ଧାମନଗର ବିଧାୟକ ବିଷ୍ଣୁ ସେଠୀ, ନିର୍ମଳ ସେନାପତି, ଅଜୟ ନାୟକ, ରାଜକିଶୋର ସାହୁ, ଅଭୟ ଦାସ, ରୁପକ ବିହାରୀ ରାୟ, ବିଶ୍ୱରଞ୍ଜନ ଦାସ, ଗୋଲକ ପୋଥାଳ, ରାଜେଶ ସେଠୀ, ତପନ ମିଶ୍ର, ବୈକୁଣ୍ଠ ବିଶ୍ୱାଳ ପ୍ରମୁଖ ତାଙ୍କ ଶେଷ ଦର୍ଶଣ କରିବା ସହିତ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜ୍ଞାପନ କରିଥିଲେ । ଶେଷରେ ତାଙ୍କ ଭିଟାମାଟି ବାରୋରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି ।
କାରମେଲ୍ ସ୍କୁଲର କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା
Laxmikanta Nath 2019-06-17 17:45:09
ଭଦ୍ରକ : ଭଦ୍ରକ ଜିଲ୍ଲା କାରମେଲ୍ ସ୍କୁଲର ଆଇସିଏସଇ-୨୦୧୯ ପରୀକ୍ଷାରେ କୃତୀ ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ସ୍କୁଲର ଅଧ୍ୟକ୍ଷ ସିଷ୍ଟର ବିନିତାଙ୍କ ପୌରୋହିତ୍ୟରେ ଅତିରିକ୍ତ ଜିଲ୍ଲାପାଳ ବିଶ୍ୱନାଥ ବିଶ୍ୱାଳ ଯୋଗଦେଇ କୃତିତ୍ୱ ଅର୍ଜନ କରିଥିବା ୨୫ ଜଣ ଛାତ୍ରଛାତ୍ରୀମାନଙ୍କୁ ପ୍ରମାଣ ପତ୍ର ଓ ମେଡାଲ ପ୍ରଦାନ କରିଥିଲେ । ତିହିଡି ବ୍ଲକ ଦୋଳସାହି ଗାଁର ଛାତ୍ର ସଂକଳ୍ପ ତ୍ରିପାଠୀ ସର୍ବୋଚ୍ଚ ୯୮.୬ ପ୍ରତିଶତ ନମ୍ବର ରଖି ରାଜ୍ୟ ଟପର ହୋଇ ଗୌରବ ଅର୍ଜନ କରିଥିବାରୁ ସ୍କୁଲ କତ୍ତୃପକ୍ଷ ଓ ଅଭିଭାବକମାନଙ୍କ ମଧ୍ୟରେ ଆନନ୍ଦ ଓ ଉହ୍ଲାସ ପ୍ରକାଶ ପାଇଛି । ଶ୍ରୀ ତ୍ରିପାଠୀ ବ୍ୟତିତ ସୁଶ୍ରୀ ଇପ୍ସିତା ରାଉତ ୯୬.୮ ପ୍ରତିଶତ ଓ ଗୌରବ ମହାନ୍ତି ୯୬ ପ୍ରତିଶତ ନମ୍ବର ରଖି ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ସୂଚନା ମିଳିଛି । ଶ୍ରୀ ତ୍ରିପାଠୀ ପୂର୍ବରୁ ୨୦୧୩ ଓ ୨୦୧୭ ମସିହାରେ ଟାଲେଣ୍ଟ ସର୍ଚ୍ଚ ପରୀକ୍ଷାରେ ରାଜ୍ୟ ଟପର ହୋଇ କାରମଲ ସ୍କୁଲର ଗୌରବ ଆଣିଥିଲେ । ତାଙ୍କ ଜନ୍ମସ୍ଥାନ ଦୋଳସାହି ପଞ୍ଚାୟତ ଓ ତିହିଡି ବ୍ଲକର ଶିକ୍ଷାବିତ ଓ ବୁଦ୍ଧିଜୀବିମାନେ ତାଙ୍କୁ ଶୁଭାର୍ଶୀବାଦ ଦଇଛନ୍ତି ।
ଯୁବମଞ୍ଚ ପକ୍ଷରୁ ଦୁଇଦିନିଆ ରଜ ମହୋତ୍ସବ ଓଡିଆ ସଂସ୍କୃତି ଓ ପରମ୍ପରାକୁ ଉଜ୍ଜିବୀତ କରିବାର ଅଭିନବ ପ୍ରୟାସ
Laxmikanta Nath 2019-06-17 17:42:49
ଭଦ୍ରକ : ଆଧୁନିକତାର ବଳୟ ମଧ୍ୟରେ ଗାଁ ଗଣ୍ଡାରେ ଆଉ ରଜ ମଉଜ ଦେଖିବାକୁ ମିଳୁନାହି । ତଥାପି ଓଡିଆ ସଂସ୍କୃତିର ଏହି ରଜ ଉତ୍ସବ ପରମ୍ପରାକୁ ସର୍ବଦା ଉଜ୍ଜିବୀତ କରିବା ଲକ୍ଷ୍ୟରେ ଭଦ୍ରକ ଜିଲ୍ଲା ତିହିଡି ବ୍ଲକର ଅଗ୍ରଣୀ ସେବା ସଂଗଠନ ଯୁବମଞ୍ଚ ପକ୍ଷରୁ ଟାଉନହଲରେ ଦୁଇ ଦିନିଆ ରଜ ମହୋତ୍ସବ ପାଳିତ ହୋଇଯାଇଛି । ସଂଗଠନ ଉପଦେଷ୍ଟା ସଚ୍ଚିକାନ୍ତ ନାୟକଙ୍କ ପୌରୋହିତ୍ୟରେ ମୁଖ୍ୟ ଅତିଥିଭାବେ ପଣ୍ଡିତ ସଂଗ୍ରାମ ଆ•ର୍ଯ୍ୟ, ମୁଖ୍ୟବକ୍ତାଭାବେ ସ୍ତମ୍ବକାର ଅଧ୍ୟାପକ ବିଶ୍ୱରଞ୍ଜନ ଦାସ, ସମ୍ମାନୀତ ଅତିଥିଭାବେ ଡ. ଲକ୍ଷ୍ମୀଧର ତ୍ରିପାଠୀ, ସାହିତ୍ୟିକ ଅମରେଶ ବିଶ୍ୱାଳ, ଶିକ୍ଷାବିତ ସୋମନାଥ ପାଢୀ, ଅଧ୍ୟଅପକ ଜୀବନାନନ୍ଦ ପାଣିଗ୍ରାହୀ ଓ ସମ୍ବର୍ଦ୍ଧିତ ପ୍ରତିଭାଭାବେ ଭାରପ୍ରାପ୍ତ ଥାନାଧିକାରୀ ପ୍ରଭାଂଶୁ ଶେଖର ମିଶ୍ର ପ୍ରମୁଖ ମଞ୍ଚାସୀନ ହୋଇ ରଜ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ସାଂସ୍କୃତି ବିଭାଗର ସଂଯୋଜକ ନିଳମାଧବ ସେନାପତି ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସଂଯୋଜକ ମନୋଜ ପାଣିଗ୍ରାହୀ ସ୍ୱାଗତ ଭାଷଣ ଓ ଅନିଲ ନାୟକ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ଯୁବମଞ୍ଚର ସଭାପତି କୈଳାସ ବେହେରା କାର୍ଯ୍ୟକ୍ରମ ସଂ•ଳନ କରିଥିଲେ । ସୋସିଆଲ ମିଡିଆର ସଂଯୋଜନ ନିରଞ୍ଜନ ବାରିକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବ୍ଲକ ସ୍ତରୀୟ ଯୁବତୀମାନଙ୍କ ମଧ୍ୟରେ ମେହେନ୍ଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ବିଭିନ୍ନ ଅଞ୍ଚଳର ଫେସ୍ବୁକ୍ ୟୁଥ୍ ଆଇକନ ଆୱାର୍ଡ ପ୍ରଦାନ କରାଯାଇଛି । ସଂଗଠନ ପକ୍ଷରୁ ସମାଜ ସେବା ମୂଳକ କାର୍ଯ୍ୟରେ ଉତ୍ସର୍ଗୀକୃତ ଗୋବନ୍ଧୁ ସେବା ସଂଗଠନ, ଜାଗ୍ରତସେନା, ଜୀବନଜ୍ୟୋତି ସେବା ସଂଗଠନ ଓ ପ୍ରଦେଶ ସେବା ସଂଗ ମୋଟ୍ ୪ଟି ସଂଗଠନକୁ ସମ୍ବର୍ଦ୍ଧିତ କରାଯାଇଛି । ରାଜକିଶୋର ବିଶ୍ୱାଳ ଫାଉଣ୍ଡେସନ୍ ଟ୍ରଷ୍ଟ ପକ୍ଷରୁ ବ୍ଲକରେ ଚଳିତ ମେଟ୍ରିକ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ସମିକ୍ଷା ମିଶ୍ର, ସ୍ମୃତିକଲ୍ୟାଣ ମିଶ୍ର, ଓମ୍ ପ୍ରକାଶ ମହାନ୍ତି ଓ ଅଭିଜିତ୍ ବେହେରାଙ୍କ ସମ୍ବର୍ଦ୍ଧିତ କରାଯାଇଥିଲା । ସଂଗଠନ ପକ୍ଷରୁ ପ୍ରିୟବ୍ରତ ପାଢୀ, ବିକାଶ ଲେଙ୍କା, ଦିପକ ନାଥ, ସୁମନ ଦିକ୍ଷିତ, ସୁବ୍ରତ ଦାସ, ମନୋରଞ୍ଜନ ମୁଦୁଲୀ, ଜିତେନ୍ଦ୍ର ନାୟକ, ଦିଲ୍ଲିପ ପତି ପ୍ରମୁଖ ଏହି କାର୍ଯ୍ୟକ୍ରମ ପରି•ଳନା କରିଥିଲେ । ଶେଷ ଦିନରେ ମେହେନ୍ଦି ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଯୁବତୀମାନଙ୍କୁ ପୁରଷ୍କାର ପ୍ରଦାନ କରାଯାଇଥିଲା । ଶେଷରେ ରଙ୍ଗାରଙ୍ଗ ନୃତ୍ୟ କାର୍ଯ୍ୟକ୍ରମ ସମସ୍ତଙ୍କୁ ବିମୋହିତ କରଥିଲା ।
अनियंत्रित ट्रक ने कार को मारी ठोकर, चालक बुरी तरह जख्मी
Rupesh Kumar 2019-06-17 14:48:10
मुज़फ्फरपुर, 17 जून (आरएनआई) | मुजफ्फरपुर के कांटी थाना क्षेत्र(एनएच28) पर एक अनियंत्रित ट्रक में चार पहिया वाहन में मारी ठोकर, जिससे चार पहिया वाहन का चालक बुरी तरह जख्मी हो गया. घटना कांटी क्षेत्र के थर्मल आवसीय परिसर के समीप एनएच 28 पर घटी है.
नाबालिक का शव मिलने से इलाकें में फैली सनसनी
Rupesh Kumar 2019-06-17 14:44:34
मुज़फ्फरपुर, 17 जून (आरएनआई) | मुजफ्फरपुर जिले के मुशहरी थाना क्षेत्र में एक नाबालिक का शव मिलने से पूरे इलाके में सनसनी का माहौल बना हुआ है. दरअसल मुशहरी थाना क्षेत्र के प्रहलादपुर गांव में एक लड़के का शव जिसको गला रेतकर हत्या कर देने की बात सामने आ रही है. वंही जब ये बात लोगो की कानों तक पहुंचा तो स्थानीय लोग शव को देखने दूर-दूर से आने लगे. वहीं सूचना मिलने पर पहुंची पुलिस ने शव को अपने कब्जे में ले लिया है, और पोस्टमार्टम के लिए भेज दिया गया. मौके पर डीएसपी पूर्वी गौरव पांडेय भी खुद पहुंच कर जांच में जुटे हुए है. जानकारी के अनुसार मृतक लड़के की पहचान वैशाली जिला के गोरौल थाना क्षेत्र का 14 वर्षीय अंकित कुमार के रूप में हुई है.
విద్యార్థులకు పుస్తకాలు మరియు ఐజిన్ కిట్లు (ఆరోగ్య రక్షణ కిట్లు ) పంపిణీ చేసిన మార్క్ ఫెడ్
Mohamad Abdul Musaveer 2019-06-17 13:31:47
జగిత్యాల జిల్లా కథలపూర్ మండలం అంబారిపేట గ్రామం లోని ZPHS పాఠశాల లో విద్యార్థులకు పుస్తకాలు మరియు ఐజిన్ కిట్లు (ఆరోగ్య రక్షణ కిట్లు ) పంపిణీ చేసిన మార్క్ ఫెడ్ ఛైర్మెన్ *లోక* *బాపురెడ్డి* గారు... బాపురెడ్డి గారు మాట్లాడుతూ దేశంలో ఏ ప్రభుత్వం కూడా ఇలాంటి కార్యక్రమాలు చేయలేదు అని కేవలం సీఎం కేసీఆర్ విద్యార్థులకు నాణ్యమైన విద్యను, ఆరోగ్యం గా ఉండాలనే దృఢ సంకల్పం తో ఉన్నారని తెలిపారు.. ఈ కార్యక్రమంలో జడ్పీటీసీ నాగం భూమయ్య,ఎంపీపీ జవ్వాజి రేవతి గణేష్, వైస్ ఎంపీపీ కిరణ్ రావు,సర్పంచ్ గోపు శ్రీను,HM రాజేంద్రప్రసాద్, ఎంపీటీసీ లు ప్రకాష్, వేముల గంగరాజం,నాయకులు సాగర్ రావు,గడ్డం భూమరెడ్డి,కల్లెడ శంకర్,దేవేందర్ రెడ్డి తదితరులు ఉన్నారు.....
पृथक मिथिला राज्य की मांग को लेकर जंतर मंतर पर धरना।
Root News of India 2019-06-17 11:04:31
नई दिल्ली, 17 जून (आरएनआई) | मिथिलावासियों ने पृथक मिथिला राज्य की मांग को लेकर आज यहाँ जंतर मंतर पर धरना- प्रदर्शन किया।
मुजफ्फरपुर में केंद्रीय स्वास्थ्य मंत्री को जाप कार्यकर्ताओं ने काला झंडा दिखाकर किया विरोध प्रदर्शन
Rupesh Kumar 2019-06-16 19:00:45
मुजफ्फरपुर, 16 जून (आरएनआई) | जन अधिकार पार्टी मुजफ्फरपुर के युवा महानगर अध्यक्ष मो. शाहिद ने कहा कि रविवार को केंद्रीय स्वास्थ्य मंत्री डॉक्टर हर्षवर्धन, बिहार के स्वास्थ्य मंत्री मंगल पांडे, केंद्रीय स्वास्थ्य राज्य मंत्री अश्विनी चौबे, और नगर विकास मंत्री सुरेश शर्मा को रविवार को मुजफ्फरपुर के एसकेएमसीएच के द्वार पर काला झंडा दिखाकर विरोध प्रदर्शन किया गया. वहीं केंद्रीय मंत्री समेत सभी मंत्री के विरोध में नारे भी लगाए गए. केंद्रीय स्वास्थ्य मंत्री डॉ हर्षवर्धन समेत सभी मंत्री के गाड़ियों को रोक कर नारेबाजी व काले झंडे दिखाए गए. जन अधिकार युवा महानगर अध्यक्ष ने अध्यक्षता करते हुए कहा कि AES से पिछले 15 दिनों में लगभग 80 से अधिक बच्चों की मौत हो चुकी है. वहीं कई की हालत गंभीर बनी हुई है. मंत्री जी सिर्फ अपनी उपस्थिति दर्ज करने आते हैं. इसी विरोध को लेकर रविवार को काला झंडा दिखाया गया.
ହିଞ୍ଜିଳିରେ ଚୋରମାନଙ୍କ ଉପଦ୍ରବ
Prafulla Kumar Sabat 2019-06-16 18:22:41
ବ୍ରହ୍ମପୁର: ହିଞିଳିକାଟୁ ନିକଟ ଶିକିରି ଗ୍ରାମର ପାରିସାହିର ଏକ ଘରେ ଚୋରି ଘଟଣାରେ ହିଞିଳି ପୁଲିସ ଆଜି ୪ଜଣ ଅଭିଯୁକୁଙ୍କୁ ଧରିବାରେ ସକ୍ଷମ ହୋଇଛି । ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଆଇଆଇସି ସୂଚନା ଦେଇଛନ୍ତି । ଅଭିଯୁକ୍ତ ମାନେ ହେଲେ ପଲ୍ଲୀପଦ୍ମନାଭପୁରର କେ. କାହ୍ନୁ
ଏନ୍‌କାଉଣ୍ଟର ପରେ ବି ସୁଧୁରୁ ନାହାନ୍ତି ଅପରାଧୀ, ଚିନ୍ତାରେ ପୋଲିସ
Laxmikanta Nath 2019-06-16 18:22:37
ଭୂବନେଶ୍ୱର : ଗଞ୍ଜାମ ଜିଲାକୁ ଅପରାଧମୁକ୍ତ କରିବା ପାଇଁ ପୋଲିସ ଅପରେଶନ ‘କ୍ରିମିନାଲ୍‌ କ୍ଲିନ୍‌’ ଆରମ୍ଭ କରିଥିଲା । ଏଥିପାଇଁ ଉଭୟ ଗଞ୍ଜାମ ଓ ବ୍ରହ୍ମପୁର ପୋଲିସ ଜିଲାରେ ପ୍ରାୟ ୩୦୦ ଦୁର୍ଦ୍ଦାନ୍ତ ଅପରାଧୀଙ୍କ ତାଲିକା ପ୍ରସ୍ତୁତ କରାଯାଇଥିଲା । ଉଭୟ ପୋଲିସ ଜିଲା ପକ୍ଷରୁ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇ ଲଗାତର ଅପରାଧୀଙ୍କ ଗତିବିଧି ଉପରେ ନଜର ରଖାଯାଇଥିଲା।
ଭିନ୍ନ ଏକ ରଜ ଉତ୍ସବ
Prafulla Kumar Sabat 2019-06-16 18:22:35
ବ୍ରହ୍ମପୁର :ସେମାନେ ଦେଖି ପାରନ୍ତି ନାହିଁ । ନିଜ ଗୋଡ଼ରେ ଚାଲିପାରନ୍ତି ନାହିଁ । ସେମାନେ ଦୃଷ୍ଟିବାଧିତ, ଭିନ୍ନକ୍ଷମ। କିନ୍ତୁ ସାଧାରଣ ଯୁବତୀ ଯୁବକଙ୍କ ଭଳି ପ୍ରତ୍ୟେକ ପର୍ବକୁ ଧୁମ୍‌ଧାମ୍‌ରେ ପାଳିବାକୁ ଇଚ୍ଛା । ରଜରେ ମଉଜ କରିବାକୁ ମନ । ଆଉ ଏହି ଆଶା ପୂରଣ କରିଛି ଓଡ଼ିଶା ସର୍ଭିସ୍‌ ସେଣ୍ଟର୍‌ ଫର୍‌ ଦି ବ୍ଲାଇଣ୍ଡ ଏବଂ ସାମର୍ଥ୍ୟ ଅନୁଷ୍ଠାନ । ଶନିବାର ଉଭୟ ଅନୁଷ୍ଠାନ ତରଫରୁ ବିଜୁ ପଟ୍ଟନାୟକ ପାର୍କରେ ରଜ ଉତ୍ସବ ପାଳନ କରାଯାଇଛି। କାର୍ଯ୍ୟକ୍ରମରେ କେବଳ ଦୃଷ୍ଟିହୀନ ଏବଂ ଭିନ୍ନକ୍ଷମ ଯୁବତୀମାନେ ଭାଗ ନେଇଥିଲେ। ରଜ ଦୋଳି ଖେଳିଥିଲେ, ସ୍ବାଦିଷ୍ଟ ପିଠା ଖାଇଥିଲେ । ରଜ ମଉଜରେ ମସ୍‌ଗୁଲ୍‌ ହୋଇଥିଲେ। ପ୍ରାୟ ୯୦ ଯୁବତୀ ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ମୁଖ୍ୟଅତିଥି ଭାବେ ବିଧାୟକ ବିକ୍ରମ କୁମାର ପଣ୍ଡା ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଡ଼ିଏ ଅଧ୍ୟକ୍ଷ ସୁବାସ ମହାରଣା, ପୂର୍ବତନ ବିଧାୟକ ଡା. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ଏବଂ ଜିଲା ସାମାଜିକ ସୁରକ୍ଷା ଅଧିକାରୀ ଶୁଭ୍ରାଂଶୁ କୁମାର ମହାରଣା ।
व्यापारियों व कृष्णा नगर पुलिस चौकी इंचार्ज अमित भाटी के बीच बैठक
Mohan Prasad 2019-06-16 16:48:41
मथुरा, 16 जून (आरएनआई) | व्यापारियों की समस्याओं के समाधान को लेकर एक बैठक कृष्णा नगर के व्यापारियों व कृष्णा नगर पुलिस चौकी इंचार्ज अमित भाटी के बीच कृष्णा नगर में स्थित अग्रवाल धर्मशाला पर आयोजित हुई. बैठक में कृष्णा नगर के व्यापारियों ने अपनी समस्याओं को चौकी इंचार्ज महोदय कृष्णानगर अमित भाटी जी के समक्ष रखा.
পুকুর থেকে যুবকের পচাগলা দেহ উদ্ধার ঘিরে এলাকায় চাঞ্চল্য , তদন্তে পুলিশ ।
Ranjit Sardar 2019-06-16 16:48:37
ক্যানিং :  এক যুবকের পচাগলা মৃতদেহ উদ্ধার কে কেন্দ্র করে এলাকা চাঞ্চল্য ছড়ালো। মৃত যুবকের নাম খোকন মন্ডল(৪২)।ঘটনাটি ঘটেছে রবিবার দুপুরে দক্ষিণ ২৪ পরগণা জেলার ক্যানিং থানার হেড়োভাঙা বাজার সংলগ্ন এলাকায়।মৃতের পরিবার সুত্রে, গত প্রায় তিনদিন ধরে নিখোঁজ ছিলেন খোকন মন্ডল নামে ঐ যুবক।যদিও পরিবারের তরফে থেকে ক্যানিং থানায় কোন নিখোঁজ অভিযোগ দায়ের করেন নি পরিবার ।
ସରପଞ୍ଚଙ୍କୁ ହତ୍ୟା ଉଦ୍ୟମ, ହାତରେ ବୋମା ଫୁଟି ଦୁର୍ଦ୍ଦାନ୍ତ ଚେରୁ ଗୁରୁତର, ପାଣ୍ଡା ଓ ଅନ୍ୟ ସହଯୋଗୀ ଫେରାର୍ଅ ପରାଧଗଞ୍ଜାମରାଜ୍ୟ
Prafulla Kumar Sabat 2019-06-16 16:48:34
ବ୍ରହ୍ମପୁର: ବ୍ରହ୍ମପୁର ସଦର ଇଲାକା ଦିଗପହଣ୍ଡି ଥାନା ବନ୍ଥପଲ୍ଲୀ ଗ୍ରାମରେ ଲାଠି ଅଞ୍ଚଳର ଦୁର୍ଦ୍ଦାନ୍ତ ଅପରାଧୀ ଚେରୁ ଗୌଡ଼ ନିଜ ହାତରେ ବୋମା ଫୁଟି ଗୁରୁତର ଆହତ ହୋଇଛି। ଗତକାଲି ରାତିରେ ଚେରୁ ତା’ର ପଲଟଣ ଧରି ଆତଙ୍କରାଜ୍ ଖେଳାଇଥିଲା। ଗାଁ ଲୋକଙ୍କୁ ଭୟଭୀତ କରିବା ସହ ସରପଞ୍ଚ ପ୍ରଶାନ୍ତ କୁମାର ସ୍ବାଇଁଙ୍କୁ ବୋମା ମାଡ଼ କରି ହତ୍ୟା ଉଦ୍ୟମ କରିଥିଲା। ତେବେ ଅସାବଧାନତା ବଶତଃ ନିଜେ ଧରିଥିବା ବୋମା ଚେରୁର ହାତରେ ହିଁ ଫୁଟିଯିବାରୁ ସେ ଗୁରୁତର ଆହତ ହୋଇଥିଲା। ତାକୁ ବ୍ରହ୍ମପୁର ବଡ଼ ମେଡିକାଲରୁ କଟକ ସ୍ଥାନାନ୍ତର କରାଯାଇଛି। ସରପଞ୍ଚ ପ୍ରଶାନ୍ତ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏନେଇ ଦିଗପହଣ୍ଡି ଥାନାରେ କେସ ନମ୍ବର ୧୦୯ ଅନୁସାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ପାଣ୍ଡା ଗୌଡ଼ ସମେତ ଚେରୁର କିଛି ସହଯୋଗୀ ଫେରାର୍ ହୋଇଯାଇଛନ୍ତି। ସେମାନଙ୍କୁ ଧରିବାକୁ ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଥିବା ନେଇ ବ୍ରହ୍ମପୁର ଅତିରିକ୍ତ ଏସପି ପ୍ରଭାତ ରାଉତରାୟ ସୂଚନା ଦେଇଛନ୍ତି। ଚେରୁର ଡାହାଣ ହାତ ପାପୁଲି ସହ ଡେଣା ଗୁରୁତର ଆଘାତପ୍ରାପ୍ତ ହୋଇଥିବାରୁ ତାକୁ କଟକ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।
ସେବାକେନ୍ଦ୍ର ପାଲଟିଛି ମଦୁଆଙ୍କ ଆଡ୍ଡା ସ୍ଥଳୀ
Prafulla Kumar Sabat 2019-06-16 16:48:31
ବ୍ରହ୍ମପୁର : ହିଞ୍ଜିଳିକାଟୁ ସହର ଭିତରେ ଯେତେ ସବୁ ପୋଖରୀ ରହିଛି ସେସବୁ ମଧ୍ୟରେ ବେବର୍ତ୍ତା ବନ୍ଧର ଖ୍ୟାତି ଅନ୍ୟତମ। ଏହି ଅଞ୍ଚଳ ପ୍ରସିଦ୍ଧ ବନ୍ଧ କାଳକ୍ରମେ ତାର ସତ୍ତା ହରାଇ ଅବକ୍ଷୟ ଆଡକୁ ଗତି କରୁଥିବା ଦେଖାଯାଇଛି। ସହରର ପ୍ରାଣକେନ୍ଦ୍ରରେ ଅବସ୍ଥାପିତ ଏହି ବନ୍ଧର ଚତୁଃପାଶ୍ୱର୍ରେ ବିଭିନ୍ନ ଦେବାଳୟ, ଛୋଟ ବଡ଼ ବ୍ୟବସାୟିକ ପ୍ରତିଷ୍ଠାନ ଓ ସର୍ବୋପରି ଘନ ଜନବସତି ତିଷ୍ଠି ରହିଥିବା ବେଳେ ଥାନା, ବ୍ୟାଙ୍କ ଭଳି ବହୁ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟାଳୟ ମଧ୍ୟରହିଛି। ସ୍ଥାନୀୟ ଜନସାଧାରଣଙ୍କ ଆବଶ୍ୟକତା ଦୃଷ୍ଟିରୁ ମ୍ୟୁନିସିପାଲିଟି ଉକ୍ତ ବନ୍ଧର ପୁନରୁଦ୍ଧାର କାର୍ଯ୍ୟ ସମ୍ପାଦନ କରିବା ପାଇଁ ଅଜସ୍ର ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଜରୁରୀ କାଳୀନ ପରିସ୍ଥିତି ସକାଶେ ଲକ୍ଷାଧିକ ଟଙ୍କା ବ୍ୟୟ ଅଟକଳ ରେ ଏକ ସେବାକେନ୍ଦ୍ର ନିର୍ମାଣ କରିଛି।
ବିଶ୍ୱ ରକ୍ତଦାନ ଦିବସରେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡାଙ୍କ ରକ୍ତଦାନ…
Prafulla Kumar Sabat 2019-06-16 16:48:29
ବ୍ରହ୍ମପୁର :ବିଶ୍ୱ ରକ୍ତଦାନ ଦିବସ ବ୍ରହ୍ମପୁରର ସ୍ବେଚ୍ଛାସେବୀ ରକ୍ତଦାନ ସଂଘ(ଏଭିବିଡ଼ି) ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ପ୍ରଥମେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ରକ୍ତଦାନ କରି ଶିବିରର ଶୁଭାରମ୍ଭ କରିଥିଲେ । ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଧାୟକ ପଣ୍ଡା ରକ୍ତଦାନ କରିବା ପରେ ରକ୍ତଦାନର ମହତ୍ତ୍ୱ ଓ ଜୀବନ ରକ୍ଷା ସମ୍ପର୍କରେ ସମ୍ୟକ ସୂଚନା ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଗଞ୍ଜାମ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ବିଜୟ କୁମାର ପାଣିଗ୍ରାହୀ ବିଶ୍ୱ ରକ୍ତ ଦାନ ଦିବସରେ ଯୁବ ପିଢିଙ୍କୁ ରକ୍ତଦାନ ପାଇଁ ଉତ୍ସାହିତ କରିଥିଲେ । ଏହି ଶିବିରରେ ସଂଘର କର୍ମକର୍ତ୍ତା ଓ ଯୁବପିଢ଼ି ବହୁ ପରିମାଣରେ ଯୋଗଦେଇ ରକ୍ତଦାନ କରିଥିଲେ ।
ଓଡିଶା ମେଡିକାଲ ସର୍ଭିସ ଆସୋସେସନ ପକ୍ଷରୁ ସିଟି ହସ୍ପିଟାଲ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ
Prafulla Kumar Sabat 2019-06-16 16:48:26
ବ୍ରହ୍ମପୁର : ଗତ ଚାରି ଦିନ ପୁର୍ବେ କଲିକତାର ରୋଗୀଙ୍କ ସମ୍ପର୍କୀୟଙ୍କ ଆକ୍ରମଣରେ ଦୁଇ ଜଣ ହାଉସ ସର୍ଜନଙ୍କ ଉପରେ ହୋଇଥିବା ଆକ୍ରମଣର ପ୍ରତିବାଦରେ ଆଜି ଓଡିଶା ମେଡିକାଲ ସର୍ଭିସ ଆସୋସେସନ ପକ୍ଷରୁ ସିଟି ହସ୍ପିଟାଲ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହି ଘଟଣାକୁ ସର୍ବଭାରତୀୟ ସରକାରୀ ଡାକ୍ତର ସଂଘ ମଧ୍ୟ ତୀବ୍ର ନିନ୍ଦା କରିଛି । ବ୍ରହା୍ମପୁର ଠାରେ ରାଜ୍ୟ ଓମସା ସଭାପତି ଡାକ୍ତର ନିରାକାର ଭଟଙ୍କ ଅଧକ୍ଷତାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ବେଳେ ଜଗତସିଂହପୁର, ରାଉରକେଲା, କଟକ,

Top Stories

Home | Privacy Policy | Terms & Condition | Why RNI?
Positive SSL