HIGHLIGHTS


मुजफ्फरपुर संसदीय क्षेत्र से अबतक कुल 15 प्रत्याशियो का नामांकन पत्र हुआ रद्द

Rupesh Kumar 2019-04-20 21:17:38    STATE 5548
मुजफ्फरपुर संसदीय क्षेत्र से अबतक कुल 15 प्रत्याशियो का नामांकन पत्र हुआ रद्द
मुजफ्फरपुर, 20 अप्रैल (आरएनआई) | मुज़फ्फरपुर संसदीय क्षेत्र में लोकसभा सीट से अबतक 15 प्रत्याशियों का नामांकन पत्र रद्द किया गया. हालांकि अभी नामांकन वापसी तक इंतजार करना होगा और कितने प्रत्याशी अपना नाम वापस लेते हैं. वैसे 37 अलग-अलग पार्टियों व निर्दलीय प्रत्याशियों ने नामांकन किया था, जिसमे से अबतक 15 प्रत्याशियों के नाम रद्द हो जाने के बाद 22 प्रत्याशी है. प्रथम दृष्टया में जिन 15 प्रत्याशियों का नामांकन रद्द हुआ उनका नाम इस प्रकार है :-

अरविंद कुमार

ऐशामूल हसन रहमानी

दीपक कुमार

नबी हसन

विमलेश्वर प्रसाद

मनोज कुमार चौधरी

मोहन राय

राजेश कुमार साहू

विजय कुमार चौधरी

अजय कुमार

आशुतोष कुमार शाही

तमन्ना हाशमी

दारोगा प्रसाद कुशवाहा

मोहम्मद हबीब हुसैन

मो. गुलाम मुर्तजा

आपको बता दें कि आज ही राष्ट्रीय संभावना पार्टी के प्रत्याशी अरविंद कुमार और गजपा पार्टी के प्रत्याशी विमलेस्वर प्रसाद के नामांकन पत्र रद्द होने से नाराज दोनो प्रत्याशियों ने मुजफ्फरपुर समाहरणालय परिसर में मिट्टी तेल शरीर पर डाल कर आत्मदाह करने का प्रयास किया था, जिसके बाद मौके पर पहुँची पुलिश ने दोनों को हिरासत में लिया.








Related News

State

ଜେଲ ଭିତରେ ଅଏସ କରୁଛି କଏଦୀ !
Laxmikanta Nath 2019-07-21 22:08:16
ଭୂବନେଶ୍ୱର : ବାଲେଶ୍ୱର ଜିଲ୍ଲା ସୋର ମୁଳିସିଂରେ ଥିବା ଉପକାରାଗାର ଭିତର ଫଟୋ ଓ ଏକ ଭାଇରାଲ ହୋଇଛି। ଜେଲ୍ ଭିତରେ ବିଚାରାଧିନ କଏଦୀ ବେଣୁମାଧବ ପଣ୍ଡାଙ୍କ ଭିଡିଓ ଓ ଫଟୋ ଭାଇରାଲ ହୋଇଛି । ଭିଡିଓରେ ବେଣୁମାଧବ ଫୋନରେ କଥା ହେଉଥିବା ଦେଖିବାକୁ ମିଳିଛି। କଥା ହେବା ସମୟରେ ଜେଲରେ ତାଙ୍କ ପତ୍ନୀ ପାଖରେ ବସି ରହିଛନ୍ତି । ଏହି ସମୟରେ ଜେଲ ପରିସରରେ ପାଖାପାଖି ୫ରୁ ୧୦ ଜଣ ବାହାର ବ୍ୟକ୍ତି ଉପସ୍ଥିତ ଅଛନ୍ତି । ତେବେ ଏହି ସମସ୍ତ ବ୍ୟକ୍ତିଙ୍କ ସହ କଏଦୀ ବେଣୁମାଧବ ପଣ୍ଡାଙ୍କ ପତ୍ନୀଙ୍କୁ ଜେଲ ଭିତରକୁ ପ୍ରବେଶ କରିବାକୁ କିଏ ଅନୁମତି ଦେଲା ତାକୁ ନେଇ ପ୍ରଶ୍ନ ଉଠିଛି। ଜଣେ କଏଦୀ କିଭଳି ଜେଲ ଭିତରେ ଅଏସ କରୁଛି ଏଥିରେ ଏହି ଭିଡିଓରୁ ଏହା ସ୍ପଷ୍ଟ ପ୍ରମାଣିତ ହେଉଛି। ଜେଲ୍‌ ଭିତରକୁ ବେଆଇନ ଭାବେ ପ୍ରବେଶକୁ ନେଇ ଜେଲରଙ୍କ ଉପରେ ସନ୍ଦେହ କେନ୍ଦ୍ରୀଭୂତ ହେଉଛି। ବେଣୁମାଧବ ପତ୍ନୀଙ୍କ ସହ ବସିଥିବା ଖବରକୁ ଜେଲର ସ୍ୱୀକାର କରିଥିବା ବେଳେ ଫୋନ୍‌ରେ ଅନ୍ୟ ମାନଙ୍କ ସହ ଆଲୋଚନାକୁ ସେ ଖଣ୍ଡନ କରିଛନ୍ତି । ରିର୍ପୋଟ : କାବେରୀ ମଳିକ
କଣ୍ଟେନରରେ ଗୋରୁ ଚାଲାଣ
Laxmikanta Nath 2019-07-21 22:05:12
ଭୂବନେଶ୍ୱର : ଗୋ ମାତା ଚୋରା ଚାଲାଣର ଚେର ବାଂଲାଦେଶ ଯାଏଁ ଲମ୍ବିଛି । ଜାତୀୟ ରାଜପଥ ମାର୍ଗ ନିକଟବର୍ତୀ ଥାନାମାନଙ୍କରେ କେତେକ ଅସାଧୁ ପୋଲିସ କର୍ମଚାରୀ ଏହି ଚୋରା ଚାଲାଣରେ ସଂପୃକ୍ତିକୁ ଏଡାଇ ଦିଆଯାଇ ନପାରେ । ଚାକିରୀ ସାଥିକୁ ଉପୁରି ନହେଲେ ଅସମ୍ଭାଳ ନିଶା ଘାରିଛି ଏବେ ବାବୁମାନଙ୍କୁ । ଧରପଗଡ ଚାଲିଛି , ତା ଭିତରେ ଚାଲିଛି ଚୋରା ଚାଲାଣ । ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିନଥିଲେ କେହିବି ସୁରାକ ପାଇପାରିନଥାନ୍ତେ । ଏମିତି ଏକ ଚମକପ୍ରଦ ଘଟଣା ଦେଖିବାକୁ ମିଳିଛି । ବାଲେଶ୍ୱର ଜିଲା ସିମୁଳିଆ ଥାନାଠାରୁ ମାତ୍ର ଶହେ ମିଟର ଦୂର ୧୬ ନଂ. ଜାତୀୟ ରାଜପଥରେ ରବିବାର ସକାଳେ ଏକ ଡାକ ପାର୍ସଲ କଣ୍ଟେନର(ଟିଏସ-୧୨ ଏଚଏ ୪୮୦୮)ରୁ ୫୦ ରୁ ଅଧିକ ଗୋରୁ ଉଦ୍ଧାର କରାଯାଇଛି। ଭାରସାମ୍ୟ ହରାଇ ଅନ୍ୟ ଏକ ଟ୍ରକ ପଛପଟେ ଗୋରୁ ବୋଝେଇ କଣ୍ଟେନରଟି ପିଟି ହୋଇଯିବାରୁ ଗୋରୁଗୁଡ଼ିକ ଭୟରେ ରଡ଼ି କରିଥିଲେ। ସ୍ଥାନୀୟ ଲୋକେ ଶବ୍ଦ ଶୁଣି ଗୋରୁଗୁଡ଼ିକୁ ଉଦ୍ଧାର କରିଛନ୍ତି। ଘଟଣାସ୍ଥଳରୁ ଚାଳକ ଓ ହେଲପର ଫେରାର ହୋଇଯାଇଛନ୍ତି।
Cattle-laden truck meets accident at Simulia
Laxmikanta Nath 2019-07-21 21:59:09
Bhubaneswar, July 21 (RNI) : In another such incident, a large number of cattle were injured as a container truck carrying them met with an accident near the Simulia police station on National Highway-16 in Balasore district early this morning. Locals took away more than a hundred of cows and bullocks and calves from the accident site. The driver and illegal cattle traders have fled from the spot. According to reports, the cattle-laden container was on its way from Khordha to Kolkata when the mishap occurred. Police have reached the spot and started investigations. It may be noted such accidents have reportedly occurred in the Balasore district at least three times during the last month.
MLA Turns Good Samaritan, Mends Road With A Shovel
Laxmikanta Nath 2019-07-21 21:54:12
Bhubaneswar, July 21 (RNI): Manohar Randhari, the BJD MLA from Dabugaon, grabbed attention from several quarters for single-handedly picking up a shovel to mend a kaccha road in his constituency. As per reports, Randhari was recently going to distribute food items and raincoats to women farmers of a local village working on fields during the monsoon. But before he could reach the spot, his car got stuck in the muddy road leading to the village. Subsequently, in no time, Randhari picked up a shovel and began to level the kaccha road with morrum soil deposited nearby. The incident came to light after videos of the same were found doing rounds on social media. Asked, the legislator humbly said that he felt sorry that there are so many roads in the tribal-dominated Nabarangpur district which are absolutely non-motorable. The MLA further informed,” I have asked the district administration to construct permanent pucca roads for the benefit of everyone.”
ଜେଲ ଭିତରେ ଅଏସ କରୁଛି କଏଦୀ !
Laxmikanta Nath 2019-07-21 21:49:30
ଭୂବନେଶ୍ୱର : ବାଲେଶ୍ୱର ଜିଲ୍ଲା ସୋର ମୁଳିସିଂରେ ଥିବା ଉପକାରାଗାର ଭିତର ଫଟୋ ଓ ଏକ ଭାଇରାଲ ହୋଇଛି। ଜେଲ୍ ଭିତରେ ବିଚାରାଧିନ କଏଦୀ ବେଣୁମାଧବ ପଣ୍ଡାଙ୍କ ଭିଡିଓ ଓ ଫଟୋ ଭାଇରାଲ ହୋଇଛି । ଭିଡିଓରେ ବେଣୁମାଧବ ଫୋନରେ କଥା ହେଉଥିବା ଦେଖିବାକୁ ମିଳିଛି। କଥା ହେବା ସମୟରେ ଜେଲରେ ତାଙ୍କ ପତ୍ନୀ ପାଖରେ ବସି ରହିଛନ୍ତି । ଏହି ସମୟରେ ଜେଲ ପରିସରରେ ପାଖାପାଖି ୫ରୁ ୧୦ ଜଣ ବାହାର ବ୍ୟକ୍ତି ଉପସ୍ଥିତ ଅଛନ୍ତି । ତେବେ ଏହି ସମସ୍ତ ବ୍ୟକ୍ତିଙ୍କ ସହ କଏଦୀ ବେଣୁମାଧବ ପଣ୍ଡାଙ୍କ ପତ୍ନୀଙ୍କୁ ଜେଲ ଭିତରକୁ ପ୍ରବେଶ କରିବାକୁ କିଏ ଅନୁମତି ଦେଲା ତାକୁ ନେଇ ପ୍ରଶ୍ନ ଉଠିଛି। ଜଣେ କଏଦୀ କିଭଳି ଜେଲ ଭିତରେ ଅଏସ କରୁଛି ଏଥିରେ ଏହି ଭିଡିଓରୁ ଏହା ସ୍ପଷ୍ଟ ପ୍ରମାଣିତ ହେଉଛି। ଜେଲ୍‌ ଭିତରକୁ ବେଆଇନ ଭାବେ ପ୍ରବେଶକୁ ନେଇ ଜେଲରଙ୍କ ଉପରେ ସନ୍ଦେହ କେନ୍ଦ୍ରୀଭୂତ ହେଉଛି। ବେଣୁମାଧବ ପତ୍ନୀଙ୍କ ସହ ବସିଥିବା ଖବରକୁ ଜେଲର ସ୍ୱୀକାର କରିଥିବା ବେଳେ ଫୋନ୍‌ରେ ଅନ୍ୟ ମାନଙ୍କ ସହ ଆଲୋଚନାକୁ ସେ ଖଣ୍ଡନ କରିଛନ୍ତି । ରିର୍ପୋଟ : କାବେରୀ ମଳିକ
Rape Suspected : Minor Girl Found Unconscious In Garbage Dump
Laxmikanta Nath 2019-07-21 21:36:53
Bhubaneswar, July 21 (RNI): Five-year-old girl of Odisha’s Angul district on Sunday was found lying unconscious in a garbage dump with injury marks on her body leading to suspicion that she could have been raped, the police said. She has been admitted to the district hospital and her condition is stated to be stable.
ମଧ୍ୟାହ୍ନ ଭୋଜନ ରୋଷେଇ କେନ୍ଦ୍ର ଶ୍ରମିକ ସଂଘ ଅନୁଷ୍ଠିତ
Prafulla Kumar Sabat 2019-07-21 21:31:54
ବ୍ରହ୍ମପୁର: ରବିବାର ସମୟ ୧୧ ଘଟିକା ସମୟରେ ଗୋସାଇଁ ନୂଆଗାଁ ସ୍ଥିତ ଉତ୍ତରେଶ୍ଵର ମନ୍ଦିର ପ୍ରାଙ୍ଗଣରେ ମାନ୍ନା ଟ୍ରଷ୍ଟ ଅଧୀନରେ କାର୍ଯ୍ୟ କରୁଥିବା ମହିଳା ଅସ୍ଥାୟୀ ଶ୍ରମିକ ମାନଙ୍କର ଏକ ଗୁରୁତ୍ୱପୂର୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମହିଳା ଅସ୍ଥାୟୀ ଶ୍ରମିକମାନଙ୍କର ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା ଏବଂ ସେମାନଙ୍କର ଏକ ସଂଘ ଗଠନ କରାଗଲା । ଯାହାର ନାମ MDM Cental kitchen Labour Union (ମଧ୍ୟାହ୍ନ ଭୋଜନ ରୋଷେଇ କେନ୍ଦ୍ର ଶ୍ରମିକ ସଂଘ, ବ୍ରହ୍ମପୁର) ରଖାଗଲା । ୧୧ ଜଣ ମହିଳା ଶ୍ରମିକ ମାନଙ୍କୁ ନେଇ ଏକ କାର୍ଯ୍ୟ କାରିଣୀ କମିଟି ଗଠନ କରାଗଲା । ଏହି ସଂଗଠନରେ ସଭାନେତ୍ରୀ ବୈଜୟନ୍ତି ସାହୁ, ସମ୍ପାଦିକା ଜଲି ପରିଡା, ଉପ ସଭାପତି P ରତ୍ନଲୁ, ସହ ସମ୍ପାଦିକା ସରସ୍ବତୀ ନାହାକ ଓ କୋଷଧକ୍ଷ ମଞ୍ଜୁଶ୍ରୀ ମହାରଣା ଆଦିଙ୍କୁ ମନୋନୀତ କରାଗଲା । ଏହି ବୈଠକରେ ନିଷ୍ପତ୍ତି ନିଆଗଲା ଯେ ସମସ୍ତ ଅସ୍ଥାୟୀ ଶ୍ରମିକ ମାନଙ୍କୁ ମାନ୍ନା ଟ୍ରଷ୍ଟ ଅଧୀନରେ କାର୍ଯ୍ୟ କରିବାକୁ ଦାବି ହୋଇଛି । ଗଂଜାମ ସିକ୍ୟୁରିଟି ଅଧୀନରେ ଯଦି ଶ୍ରମିକମାନଙ୍କୁ ନିଆଯାଏ ତେବେ ଆଗାମୀ ଦିନରେ ବିରୋଧ ର ସ୍ୱର ଉଠିବ ଏବଂ ଆନ୍ଦୋଳନ ହେବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି । ଏହି ବୈଠକରେ ବାମପନ୍ଥୀ ନେତା ଭାଲଚନ୍ଦ୍ର ଷଡଙ୍ଗୀ, ବୁଦ୍ଧିଜୀବୀ ଇ. ରାଜା ସୁରେଶ, ଓଡିଶା ଆଉଟସୋର୍ସିଙ୍ଗ କର୍ମଚାରୀ ମହାସଂଘ ର ସଭାପତି ପ୍ରତାପ ପ୍ରଧାନ, ପ୍ରମୁଖ ଯୋଗଦାନ କରିଥିଲେ l
ଗୋକର୍ଣ୍ଣପୁର ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ପକ୍ଷରୁ ଵୃକ୍ଷରୋପଣ କାର୍ଯ୍ୟକ୍ରମ…
Prafulla Kumar Sabat 2019-07-21 21:30:02
ବ୍ରହ୍ମପୁର: ଆଜି ଗୋକର୍ଣ୍ଣପୁର ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଶତାଧିକ ସ୍ୱୟଂସେବକଙ୍କୁ ନେଇ ଵୃକ୍ଷରୋପଣ ଓ ପରିବେଶ ସୁରକ୍ଷାର ମାର୍ଗଦଶନ ମହନ୍ତ ପଦ୍ମଚରଣ ଦାଶ୍ ଜୀ ମହାରାଜଙ୍କ ଦ୍ୱାରା କରାଯାଇଥିଲା । ଏହି କାର୍ଯ୍ୟକ୍ରମ ସ୍ମଶାନରେ ଓ ସଂସ୍କୃତି ଭବନ ପରିସରରେ ଅନୁଷ୍ଠିତ ହୋଇଥିଲା । ସ୍ୱୟଂ ସେବକମାନେ ଆଜି ଶତାଧିକ ବୃକ୍ଷରୋପଣ କରିଛନ୍ତି । ଏଥି ସହ ପ୍ରତ୍ୟେକ ବୃକ୍ଷର ପାଳକ ହିସାବରେ ଜଣେ ଜଣେ ଦାଇତ୍ୱ ଗ୍ରହଣ କରିବା ସହ ବୃକ୍ଷର ସୁରକ୍ଷା ବହନ କରିବା ପାଇଁ ପ୍ରତିଶୃତି ନେଇଛନ୍ତି । ବୃକ୍ଷରୋପଣ ସମିତି ଅଧ୍ୟକ୍ଷ ଜିତେନ୍ଦ୍ର ଦୋରା, ଉପାଧକ୍ଷ ସୁନୀଲ ଜୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ବିଶେଷ ଆକର୍ଷଣୀୟ ଦାଇତ୍ୱ ଚନ୍ଦନ ବାଡତ୍ୟା, ଡି ଧର୍ମେନ୍ଦ୍ର, ସତୀଶ, ପରମା, ଅରକ୍ଷିତ ଏବଂ ଶିଶିର କୁମାର ପଟ୍ଟନାୟକ ନିର୍ବାହ କରିଥିଲେ । ପ୍ରତ୍ୟେକ ରବିବାର ଏଭଳି ସେବା କାର୍ଯ୍ୟ ଜାରି ରହିଛି ଓ ରହିବ ବୋଲି ସଂଘ ଆବାହକ ଦିତିକୃଷ୍ଣ ଜଣାଇଛନ୍ତି ।
ଦୁଇ ପଞ୍ଚାୟତ ଉନ୍ନୟନ କାର୍ଯ୍ୟ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିଵ
Prafulla Kumar Sabat 2019-07-21 21:29:29
ବ୍ରହ୍ମପୁର: ଗଞ୍ଜାମ ଜିଲା ଶେରଗଡ଼ ବ୍ଲକର ଦୁଇ ପଞ୍ଚାୟତକୁ ରବିବାର ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଦିଲ୍ଲୀପ କୁମାର ମହାନ୍ତି ପରିଦର୍ଶନ କରିଛନ୍ତି। ଉକ୍ତ ପରିଦର୍ଶନ ସମୟରେ ପ୍ରଥମେ ଧନନ୍ତର ପଞ୍ଚାୟତରେ ଏକ ବୈଠକରେ ଯୋଗ ଦେଇଥିଲେ। ଶେରଗଡ଼ ବିଡିିଓ ସୁରଞ୍ଜନ କୁମାର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ବୈଠକରେ ପଞ୍ଚାୟତରେ ହେଉଥିବା ଉନ୍ନୟନ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ମହାନ୍ତି ପଚାରି ବୁଝିଥିଲେ। ପରେ ଧନନ୍ତର ପଞ୍ଚାୟତର କିଛି ସ୍ବୟଂ ସହାୟକ ଗୋଷ୍ଠୀ ଏକ ଦାବିପତ୍ର ପ୍ରଦାନ କରିଥିବା ବେଳେ, ମିଳିତ ଶିକ୍ଷକ ସଂଘ ପକ୍ଷରୁ ବିଇଓଙ୍କୁ ତୁରନ୍ତ ବଦଳି କରିବା ନେଇ ଏକ ୧୨ଦଫା ଦାବିପତ୍ର ପ୍ରଦାନ କରିଥିଲେ। ଏହା ପରେ ମହାନ୍ତି ନରେନ୍ଦ୍ରପୁର ପଞ୍ଚାୟତକୁ ଯାଇ ପଞ୍ଚାୟତ ଲୋକଙ୍କ କିଛି ଅଭିଯୋଗ ଶୁଣିବା ସହ ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା ପରେ ହିଞ୍ଜିଳି ଯାଇଥିଲେ। ଉକ୍ତ ପରିଦର୍ଶନ ସମୟରେ ମୁଖ୍ୟମନ୍ତ୍ରୀଙ୍କ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର, ବ୍ଲକ ବିଜେଡି ସଭାପତି ଶରତ ଚନ୍ଦ୍ର ପାତ୍ର,ସନ୍ତୋଷ କୁମାର ପଟ୍ଟନାୟକ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ବାବୁଲା କୁମାର ଚୌଧୁରୀ, ହୃଷୀକେଶ ପାଢ଼ୀ, ବ୍ଲକ ଉପାଧ୍ୟକ୍ଷ ବିଶ୍ୱନାଥ ସ୍ବାଇଁ, ଗୋପାଳ ଚରଣ ପଟ୍ଟନାୟକ, ସମୀର ପ୍ରଧାନ, ମକରା ସ୍ବାଇଁ, ନିରଞ୍ଜନ ଜେନା, ଦୁର୍ଗାମାଧବ ବିଷୋୟୀ, ପ୍ରମୋଦ କୁମାର ପାତ୍ର, ପ୍ରମୋଦ କୁମାର ସାହୁଙ୍କ ସମେତ ବ୍ଲକ ସହକାରୀ ଯନ୍ତ୍ରୀ ମହୀନ୍ଦ୍ର କୁମାର ଷଡ଼ଙ୍ଗୀ, ସମିତିସଭ୍ୟା ବିଜୟଲଷ୍ମୀ ପାତ୍ରଙ୍କ ସମେତ ବହୁ ମହିଳା ଓ ପୁରୁଷ ଯୋଗ ଦେଇଥିଲେ।
ଜିଲ୍ଲା ଶିକ୍ଷା ବିଭାଗର ସମୀକ୍ଷା ବୈଠକ:ପ୍ରତ୍ୟେକ ସ୍କୁଲରେ ପୃଷ୍ଟିସାର ଜାତୀୟ ବଗିଚା କରିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ
Prafulla Kumar Sabat 2019-07-21 21:28:40
ବ୍ରହ୍ମପୁର: ସର୍ବ ଶିକ୍ଷା ଅଭିଯାନ ସମ୍ମିଳନୀ କକ୍ଷରେ ଶିକ୍ଷା ବିଭାଗର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଗଞ୍ଜାମ ଜିଲ୍ଲାପାଳ ଅଧ୍ୟକ୍ଷତା କରି ଜିଲ୍ଲାର ପ୍ରତ୍ୟେକ ସ୍କୁଲରେ ପୃଷ୍ଟିସାର ଜାତୀୟ ବଗିଚା କରିବାକୁ ବାଧ୍ୟତାମୂଳକ ବୋଲି କହିଛନ୍ତି । ଏହାସହ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଯୋଗାଇ ଦିଆଯାଉଥିବା ମଧ୍ୟାହ୍ନ ଭୋଜନର କ୍ୱାଲିଟ୍ ପ୍ରତି ଧ୍ୟାନ ଦିଆଯିବ । ଜିଲ୍ଲାର ସମସ୍ତ ବିଦ୍ୟାଳୟ ଗୁଡିକରେ ଛାତ୍ରଛାତ୍ରୀଙ୍କୁ ଗଣାତ୍ମକ ଶିକ୍ଷା ସହ ବିଦ୍ୟାଳୟଗୁଡିକର ପରିପାର୍ଶ୍ଵର ବିକାଶ ଦିଗରେ ପଦକ୍ଷେପ ନିଆଯିବ । ଅଦ୍ୟାବଧି ଜିଲ୍ଲାର ୧୮୭୦ ଟି ସ୍କୁଲରେ ବିଜୁଳି ବ୍ୟବସ୍ଥା ନାହିଁ । ଅତି ଶୀଘ୍ର ବିଦ୍ୟାଳୟଗୁଡିକୁ ବିଜୁଳି ବ୍ୟବସ୍ଥା ପାଇଁ ପଦକ୍ଷେପ ନିଆଯିବ । ସେହିପରି ବାକି ରହିଥିବା ୫ଟି ସ୍କୁଲରେ ଶୌଚାଳୟ ନିର୍ମାଣ କାର୍ଯ୍ୟ ତୁରନ୍ତ ଶେଷ କରିବାକୁ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ବିଦ୍ୟାଳୟ ଗୁଡିକରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦେବେ ସହ ଘରୋଇ ସ୍କୁଲ ଭଳି ସରକାରୀ ସ୍କୁଲ ଗୁଡିକରେ ଛାତ୍ରଛାତ୍ରୀମାନେ ସ୍କୁଲକୁ ଆସିବା ଏବଂ ଯିବା ବେଳେ ଶିକ୍ଷକମାନେ ରହି ତଦାରଖ କରିବେ । ପ୍ରଧାନଶିକ୍ଷକମାନେ ବିଦ୍ୟାଳୟ ପରିସରରେ ଶିକ୍ଷକମାନେ କେଉଁ ଭଳି ଶିକ୍ଷାଦାନ କରୁଛନ୍ତି, ଛାତ୍ରଛାତ୍ରୀମାନେ କିଭଳି ତାକୁ ଗ୍ରହଣ କରୁଛନ୍ତି ତଦାରଖ କରିବେ । ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମ ସଂକ୍ରାନ୍ତରେ ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କୁ ସାମିଲ କରି ସ୍କୁଲର ଆବଶ୍ୟକ ସାମଗ୍ରୀକୁ ପୂରଣ କରିବା ପାଇଁ ସଚେତନତା କରାଯିବ । ନିୟମିତ ବିଦ୍ୟାଳୟ ପରିଚାଳନା କମିଟି ବୈଠକ ଆୟୋଜନ କରି ବିଦ୍ୟାଳୟର ସମସ୍ତ ବିଷୟ ଆଦାନପ୍ରଦାନ କରାଯିବ । ସରକାରଙ୍କ ଗାଇଡ୍ ଲାଇନ୍ ଅନୁସାରେ ୧୦୦ ମିଟର ଦୂରତ୍ୱରେ ରହିଥିବା ସ୍କୁଲ ଗୁଡିକୁ ବନ୍ଦ କରି ନିକଟତର ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ଥଇଥାନା କରାଯିବ । ଏହି ବାବଦରେ ଜିଲ୍ଲାରେ ୧୨୩ ଟି ସ୍କୁଲ ରହିଥିବା ବେଳେ ୧୦୫ ଟି ସ୍କୁଲକୁ ବନ୍ଦ କରାଯାଇଥିବା ଆହୁରୀ ୮ ଟି ସ୍କୁଲ ବନ୍ଦ କରିବାକୁ ବାକି ରହିଛି । ଜିଲ୍ଲା ଶିକ୍ଷାଧିକାରୀ ଓ ସମଗ୍ର ଶିକ୍ଷା ଅଭିଯାନ ଜିଲ୍ଲା ପ୍ରକଳ୍ପ ସଂଯୋଜକ ମିଳିତ ଭାବେ ଏଦିଗରେ ପଦକ୍ଷେପ ନେବାକୁ ଜିଲ୍ଲାପାଳ କହିଛନ୍ତି । ସେହିପରି ଜିଲ୍ଲାରେ ୧୧୨ ଟି ସ୍କୁଲରେ ନୂତନ ଏସ୍ଏମ୍ସି କମିଟି ଗଠନ କରାଯାଇ ନାହିଁ । ସଂପୃକ୍ତ ବିଇଓ, ସିଆରସିସି ଓ ପ୍ରଧାନଶିକ୍ଷକ ମିଳିତ ଭାବେ ନୂତନ କମିଟି ଗଠନ ଦିଗରେ ପଦକ୍ଷେପ ନେବେ । ବିଦ୍ୟାଳୟରେ ପଢୁଥିବା ଛାତ୍ରଛାତ୍ରୀମାନଙ୍କ ଡାଟାବେଶ ପ୍ରସ୍ତୁତ କାର୍ଯ୍ୟକ୍ରମ ଚାଲିଛି । ଜିଲ୍ଲାର ୫ ଲକ୍ଷ ୪୦ ହଜାର ୩୬୩ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୪ ଲକ୍ଷ ୭୬ ହଜାର ୯୪୯ ଛାତ୍ରଛାତ୍ରୀଙ୍କ ଡାଟା ବେଶ ପ୍ରସ୍ତୁତି ସରିଛି । ବାକି ଛାତ୍ରଛାତ୍ରୀମାନଙ୍କ ଚଳିତ ମାସ ଶେଷ ସୁଦ୍ଧା ଶେଷ କରାଯିବ । ସେହିପରି ଜିଲ୍ଲାରେ ବାକି ରହିଥିବା ୪୩ ହଜାର ୪୦ ଜଣ ଛାତ୍ରଛାତ୍ରୀଙ୍କ ଆଧାର ସିଡିଙ୍ଗ୍ କାର୍ଯ୍ୟ ତୁରନ୍ତ ଶେଷ କରିବା ଲାଗି ବୈଠକରେ ଆଲୋଚନା କରାଯାଇଛି । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପ୍ରବେସନାରୀ ଆଇଏଏସ୍ ଅଫିସର କିର୍ତୀ ଭାସନ ଭି, ଜିଲ୍ଲା ଶିକ୍ଷାଧିକାରୀ ଡ.ସନାତନ ପଣ୍ଡା, ସମଗ୍ର ଶିକ୍ଷା ଅଭିଯାନ ଜିଲ୍ଲା ପ୍ରକଳ୍ପ ସଂଯୋଜିକା ବିନିତା ସେନାପତି, ବରିଷ୍ଠ ଅର୍ଥପରାମର୍ଶଦାତା ମଧୁସୂଦନ ପରିଡା, ବରିଷ୍ଠ ବୈଷୟିକ ପରାମର୍ଶଦାତା ମନୋଜ କୁମାର ବେହେରା ଓ ନୀଳକଣ୍ଠ ସୁନ୍ଦରାୟ, ଯୋଜନା ବିଭାଗ ସଂଯୋଜିକା ସାବିତ୍ରୀ ବାଳା ଦାଶ, ପ୍ରୋଗ୍ରାମ ସଂଯୋଜକ ପ୍ରଦୀପ କୁମାର ଖଟେଇ, ଅନୁସୂଚିତ ଜାତି/ଜନଜାତି ସଂଯୋଜକ ଡ.ସରୋଜ ମୋହନ ପାଳ, ଦିବ୍ୟାଙ୍ଗ ବିଭାଗ ସଂଯୋଜକ ତପନ କୁମାର ସାହୁ,ବାଳିକା ଶିକ୍ଷା ବିଭାଗ ସଂଯୋଜକ ଜ୍ୟୋତି ପ୍ରକାଶ ରଥ, ଶିକ୍ଷାଶାସ୍ତ୍ର ବିଭାଗ ସଂଯୋଜକ ଡ.ସନ୍ତୋଷ କୁମାର ପଣ୍ଡାଙ୍କ ସମେତ ସମସ୍ତ ବିଇଓମାନେ ଅଂଶ ଗ୍ରହଣ କରିଥିଲେ ।
ଆବାସ ଯୋଜନା : ସର୍ବେକ୍ଷଣରେ ଅନିୟମିତତା
Prafulla Kumar Sabat 2019-07-21 21:27:38
ବ୍ରହ୍ମପୁର , ସାନଖେମୁଣ୍ଡି : ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ଵାରା ସାମାଜିକ ସୁରକ୍ଷା ନେଇ ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି। କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ଟକ୍କର ଦେଇ ରାଜ୍ଯ ସରକାର ବିଜୁ ପକ୍କାଘର ଯୋଜନା ପ୍ରଚଳନ କରିଛନ୍ତି। ଏହା ବ୍ୟତୀତ ନିର୍ମାଣ ଶ୍ରମିକ ଗୃହ ନିର୍ମାଣ ଯୋଜନାରେ ଶ୍ରମିକଙ୍କ ପାଇଁ ଗୃହ ନିର୍ମାଣର ଅନୁଦାନର ବ୍ୟବସ୍ଥା ରହିଛି । କିନ୍ତୁ ସରକାରଙ୍କ ଏହି ଯୋଜନାର ସୁଫଳ ପ୍ରକୃତ ହିତାଧୂକାରୀଙ୍କ ପାଖେ ପହଞ୍ଚି ପାରୁନଥିବା ଅଭିଯୋଗ ହୋଇଛି। ହିତାଧିକାରି ଚୟନରେ ଏକପାଖିଆ ନିଷ୍ପତ୍ତି ଏହାର କାରଣ ହୋଇଛି । ସାନଖେମୁଣ୍ଡି ବ୍ଲକ୍‌ରେ କରାଯାଉଥିବା ଆବାସ ଯୋଜନା ହିତାଧିକରି ଚିହ୍ନଟ ଚାଲିଥିଲେ ବି ଯୋଗ୍ୟ ବିବେଚିତ ବ୍ୟକ୍ତିଙ୍କୁ ମନୋନୀତ କରାଯାଉନାହିଁ। ବିଗତ ଦିନରେ ଆବାସ ଯୋଜନା ପାଇଁ ଆବେଦନ କରିଥୁବା ହିତାଧିକରଙ୍କ ମଧ୍ୟରୁ ପ୍ରକୃତ ହିତାଧିକରି ଚିହ୍ନଟ ପାଇଁ ଥିବା ଧାର୍ଯ୍ୟ ସମୟରେ ଦାୟିତ୍ବରେ ଥିବା ସରକରୀ କର୍ମଚାରୀ ନିଜ କର୍ତ୍ତବ୍ୟ ସଂପାଦନରେ ଅବହେଳା କରିଛନ୍ତି। ଫଳରେ ପଞ୍ଚାୟତରେ ସର୍ବେକ୍ଷଣ ଠିକ ହୋଇପାରୁନାହିଁ। ଆବେଦନ ଅନୁଯାୟୀ ହିତାଧିକରୀଙ୍କୁ ଅନୁଧ୍ଯାନ କରରାଯାଉନାହିଁ। ଏହି ଅବସରରେ ଶନିବାର ଶତାଧିକ ମହିଳା ଓ ପୁରୂଷ , ଆଡ଼ପଡ଼ା ସରପଞ୍ଚ ଓ ସମିତି ସଭ୍ୟଙ୍କ ସହ ସାନଖେମୁଣ୍ଡି ବିଡ଼ିଓ ଶିବଶଙ୍କର ମିଶ୍ରଙ୍କୁ ଭେଟି ଆବାସ ଯୋଜନା ଦରଖାସ୍ତ ଜନିତ ଚିହ୍ନଟ ଓ ଯାଞ୍ଚ ପ୍ରକ୍ରିୟାରେ ସାମିଲ କରାଇବାକୁ ଦରଖାସ୍ତ ମାଧ୍ଯମରେ ଅବଗତ କରିଛନ୍ତି।
ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ
Laxmikanta Nath 2019-07-21 21:13:33
ଭୂବନେଶ୍ୱର : ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଜୋର ଜବରଦସ୍ତ ଜଙ୍ଗଲକୁ ଟାଣି ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ, ପୀଡ଼ିତା ନାବାଳିକା ଚନ୍ଦାହାଣ୍ଡି ଅଞ୍ଚଳର । ଏକ ଆଶ୍ରମ ବିଦ୍ୟାଳୟରେ ନବମ ଶ୍ରେଣୀରେ ପାଠ ପଢୁଥିଲେ । ଦେହ ଖରାପ ହେବାରୁ ଉମରକୋଟ ଥାନା ଅଞ୍ଚଳରେ ନିଜ ଘରକୁ ଆସିଥିଲେ । ଗତ ୧୬ ତାରିଖ ରାତିରେ ଘରୁ ଶୌଚ ପାଇଁ ବାହାରକୁ ଆସିଥିବା ବେଳେ ସେହି ଅଞ୍ଚଳର ଅଭିଯୁକ୍ତ କ୍ରିଷ୍ଣା କଲାର ଜୋରଜବରଦସ୍ତ ତାଙ୍କୁ ଟାଣିନେଇ ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଛି । ଏନେଇ ଜଣେ ସମାଜସେବୀଙ୍କ ସହାୟତାରେ ପୀଡ଼ିତାଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି ।
ଲଜ୍ଜା : ୫ବର୍ଷର କୁନି ଝିଅ ସହ ଦୁଷ୍କର୍ମ କରି ଫିଙ୍ଗିଦେଲେ
Laxmikanta Nath 2019-07-21 21:12:35
ଭୂବନେଶ୍ୱର : ଅନୁଗୋଳରେ ଲଜ୍ଜ୍ୟା। ନାବାଳିକାକୁ ଦୁଷ୍କର୍ମ ପରେ ଡ୍ରେନରେ ଫିଙ୍ଗି ଦେଲେ ଦୁର୍ବୃତ୍ତ। ସଂଜ୍ଞାହୀନ ଅବସ୍ଥାରେ ପରିବାର ଲୋକେ ଉଦ୍ଧାର କରି ଅନୁଗୋଳ ମେଡିକାଲରେ ଭର୍ତ୍ତି କରିଥିଲେ । ୩ଜଣିଆ ଡାକ୍ତରୀଟିମ ପିଡାତଙ୍କ ଚିକିତ୍ସାରେ ଲାଗିଛନ୍ତି। ପୋଲିସ ନିଜ ଆଡୁ କେସ ରୁଜୁକରି କରୁଛି ତଦନ୍ତ। ଅନୁଗୋଳରେ ଲଜ୍ଜା। ଅନୁଗୁଳରେ ଜଣେ ୫ ବର୍ଷର କୁନି ଝିଅକୁ ଦୁଷ୍କର୍ମକରି ଫିଙ୍ଗିଦେଲେ ଦୁର୍ବୃତ୍ତ। ଅନୁଗୋଳ ବସଷ୍ଟାଣ୍ଡ ପଛପାଖରୁ ନାବାଳିକାଙ୍କୁ ଏକ ଡ୍ରେନରୁ ଅଦି ମୁମୁର୍ଷୂ ଅବସ୍ଥାରେ ଉଦ୍ଧାର କଲେ ଘରଲୋକେ। ଅନୁଗୋଳ ମେଡିକାଲରେ ପିଡୀତିଙ୍କୁ ଭର୍ତ୍ତି କରାଯାଇଛି । ତାଙ୍କ ଅବସ୍ଥା ଅବସ୍ଥା ଶୋଚନୀୟ ରହିଛି। ପିଡାତାଙ୍କ ମୁହଁ ଏବଂ ମୁଣ୍ଡରେ ଗମ୍ଭୀର ଆଘାତ ଲାଗିଛି। ବ୍ଳିଡିଂ ମଧ୍ୟ ହେଉଛି। ଯାଯାବର ଏହି କୁନି ଝିଅଙ୍କ ଘର ନାଗପୁର ବୋଲି ଜଣାପଡିଛି ।
ବିଧାୟକ : ବାଲିଗୋଡି ମାଟି ପକାଇ ଗାଁ ରାସ୍ତା କଲେ ସମତୁଲ
Laxmikanta Nath 2019-07-21 21:12:04
ଭୂବନେଶ୍ୱର : ବିଧାୟକଙ୍କ ହାତରେ କୋଦାଳ । ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ନିଜ ନିର୍ବାଚନମଣ୍ଡଳୀରେ ହାତରେ କୋଦାଳ ଧରି ମୋରମ ମାଟିକୁ ସମତୁଲ କରି ଯାତାୟାତ ଉପଯୋଗୀ କରିଥିଲେ । ବିଧାୟକଙ୍କ ଏପରି କାର୍ଯ୍ୟ ଅନ୍ୟ ଜନପ୍ରତିନିଧି ପାଇଁ ଏକ ଉଦାହରଣ ପାଲଟିଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ପାଳନ କରି ସେ ନିଜ ନିର୍ବାଚନମଣ୍ଡଳି ଅନ୍ତର୍ଗତ ଲୋକଙ୍କ ନିକଟତର ହେବା ପାଇଁ ବର୍ଷା ଦିନ ରେ ଧାନ ଜମିରେ କାମ କରୁଥିବା ମହିଳା ଶ୍ରମିକ ମାନଙ୍କ ନିମନ୍ତେ ରେନକୋଟ, ଚା, ବିସ୍କୁଟ ବାଣ୍ଟିବା ନିମନ୍ତେ ବାହାରିଥିଲେ । ଏହି କାର୍ଯ୍ୟକ୍ରମ ନେଇ ସେ ପାପଡାହାଣ୍ଡି ବ୍ଲକ ମୈଦଲପୁର ପଞ୍ଚାୟତର କଣ୍ଟାସରରୁ ଜବାଗୁଡାକୁ ଯାଉଥିଲେ । ତେବେ ନିଜ କର୍ମୀମାନଙ୍କ ସହିତ ଏହି ଗ୍ରାମକୁ ଯିବା ସମୟରେ ଗାଁ ଆରମ୍ଭରେ ଥିବା କାଦୁଅ ରାସ୍ତାରେ ଗାଡ଼ି ଆଉ ଗଡ଼ିବା ସମ୍ଭବପର ହୋଇପାରିନଥିଲା । ବିଧାୟକଙ୍କ ସାଙ୍ଗରେ ଉପସ୍ଥିତ କର୍ମୀମାନେ କିଛି ବୁଝିବା ପୂର୍ବରୁ ବିଧାୟକ ନିଜେ ଗାଡିରୁ ଓହ୍ଲାଇ ନିକଟରେ ଥିବା ମୋରମ ଆଣି ସେହି ରାସ୍ତାରେ ପକାଇ ରାସ୍ତାକୁ ସମତୁଲ କରି ଗମନାଗମନ ଉପଯୋଗୀ କରିଥିଲେ । ଅପରପକ୍ଷରେ ନିର୍ବାଚନରେ ବିଜୟ ପରେ ଘରେ ନ ବସି ଭୋଟର, ମହିଳା ଶ୍ରମିକଙ୍କ ନିମନ୍ତେ ପ୍ରତ୍ୟେକ ଦିନ ଜମିକୁ ଯାଇ ଦୈନିକ ୨୫ଶହ ରେନକୋଟ ବଣ୍ଟନ କରିବା ସହିତ ଚା ବିସ୍କୁଟ ଦିଅନ୍ତି । ଆଗକୁ ମଧ୍ୟ ଏହି ପ୍ରକ୍ରିୟା ଜାରି ରହିବ ବୋଲି କହିଛନ୍ତି ।
ଅଜଗର ସାପ ଉଦ୍ଧାର
Laxmikanta Nath 2019-07-21 21:11:17
ଭୂବନେଶ୍ୱର : ମାଲକାନ।ଗିରି ଜିଲ୍ଲା ଜୟପୁରିଆଗୁଡ଼ାରୁ ୧୦ ଫୁଟିଆ ଅଜଗର ସାପ ଉଦ୍ଧାର ହୋଇଛି । ସାପଟିକୁ ଧରିବାକୁ ଉଦ୍ୟମ କରିବା ବେଳେ ସାପ ସ୍ନେକ୍ ହେଲ୍‌ପ ଲାଇନ୍ ସଦସ୍ୟାଙ୍କୁ କାମୁଡ଼ି ଦେଇଥିଲା । ଫଳରେ ସ୍ନେକ୍ ହେଲପ୍ ଲାଇନ୍ ସଦସ୍ୟା ସ୍ନେହା ସୋରେନ ଆହତ ହୋଇଛନ୍ତି । ଘର ଭିତରେ ସାପ ପଶିଥିବା ଦେଖିବା ବଣ୍ଡା ମାଝିଙ୍କ ପରିବାର ଲୋକେ ସ୍ନେକ୍ ହେଲ୍‌ପ ଲାଇନ୍‌କୁ ଖବର ଦେଇଥିଲେ । ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ସାପଟିକୁ ଉଦ୍ଧାର କରିଛି । ଉଦ୍ଧାର ଅଜଗର ଓଜନ ୧୫ କିଲୋରୁ ଅଧିକ ହେବ । ତେବେ ଖାଦ୍ୟ ଅନ୍ୱେଷଣେ ସାପ ଘର ଭିତରକୁ ପଶିଥିବା ଅନୁମାନ କରାଯାଉଛି ।
ମହାନଦୀ : ବଂଶ ବିସ୍ତାର ପାଇଁ ଛଡାଗଲା ୫ଘଡିଆଳ କୁମ୍ଭୀର
Laxmikanta Nath 2019-07-21 21:10:42
ଭୂବନେଶ୍ୱର : ଅନଗୁଳ ସାତକୋଶିଆ ଅଭୟାରଣ୍ୟ ଭିତରେ ମହାନଦୀରେ ଛଡାଗଲା ୫ ଘଡ଼ିଆଳ କୁମ୍ଭୀର। ଏମାନଙ୍କ ମଧ୍ୟରେ ୩ ମାଈ ଏବଂ ୨ ଅଣ୍ଡିରା କୁମ୍ଭୀର ଅଛନ୍ତି। ଏମାନଙ୍କର ବୟସ ୪ ବର୍ଷ ହେବ। ନନ୍ଦନକାନନରୁ ଅଣାଯାଇଛି ଏହି କୁମ୍ଭୀର । ଦୁଇ ବିଶେଷଜ୍ଞଙ୍କ ଉପସ୍ଥିତିରେ ଛଡ଼ାଯାଇଛି ଏହି କୁମ୍ଭୀର । କୁମ୍ଭୀର ଦେହରେ ରେଡ଼ିଓ କଲାର ଲଗାଯାଇଛି। ଏଥିରୁ ସେମାନଙ୍କ ଗତିବିଧି ଜାଣିହେବ। ମହାନଦୀ ଡିଭିଜନ ସୁନାଖଣିଆ ଅଞ୍ଚଳରେ ଛଡ଼ାଯାଇଛି । ତା ପୂର୍ବରୁ ସେହି ଅଞ୍ଚଳକୁ ସମ୍ପୂର୍ଣ୍ଣ ସିଲ୍ କରା ଯାଇଥିଲା। କାହାରିକୁ ସେହି ଅଞ୍ଚଳକୁ ଛଡା ଯାଇନାହିଁ। ମହାନଦୀରେ କୁମ୍ଭୀରଙ୍କ ବଂଶ ବିସ୍ତାର ପାଇଁ ଆରମ୍ଭ ହୋଇଛି ଯୋଜନା।
ଅଘୋଷିତ ବିଦ୍ୟୁତ୍ କାଟ୍ ଓ ବିପର୍ଯ୍ୟସ୍ତ ସେବା ଯୋଗୁଁ ହନ୍ତସନ୍ତ
Laxmikanta Nath 2019-07-21 20:44:05
ଭଦ୍ରକ, ୨୧/୦୭ : ଭଦ୍ରକ ପୌରପାଳିକା ଅଧୀନରେ ଥିବା ଚରମ୍ପା ବରାଳପୋଖରୀର ୧, ୨ ଓ ୩ ନଂ ୱାର୍ଡବାସୀ ଏବେ ଅଘୋଷିତ ବିଦ୍ୟୁତ୍ କାଟ୍ ଜନିତ ଉପଯୁକ୍ତ ସେବାରୁ ବଂଚିତ ହେବା ଘଟଣା ସ୍ଥାନୀୟ ଅଂଚଳରେ ଆନ୍ଦୋଳନର ଦାନା ବାନ୍ଧୁଛି । ଏଠାରେ ରାସ୍ତାଘାଟରେ ଲାଗିଥିବା ଏଲ୍ଇଡି କେଉଁଠାରେ ୨୪ ଘଣ୍ଟା ଦିନରାତି ଜଳୁଛି ତ କେଉଁଠି ଜମାରୁ ଜଳୁନଥିବାର ଦେଖାଯାଇଛି । ଅନେକ ସ୍ଥାନରେ ଏହି ଲାଇଟ୍ ଲଗାହେବାର ବ୍ୟବସ୍ଥା ଥିଲେ ମଧ୍ୟ ତାହା ଲଗାଯାଇନାହିଁ । କେତେକ ସ୍ଥାନରେ ଲାଇଟଗୁଡିକ ଭାଂଗିଯାଇଥିବାବେଳେ ଲାଇନ୍ ଖୁଣ୍ଡର ବିଦ୍ୟୁତ୍ ତାର ବିପଦଜନକ ଭାବେ ରାସ୍ତା ମଝିକୁ ଓହଳି ଆସିଲାଣି । ଫଳରେ ବଡ ବଡ ଯାନବାହନ ଯିବାରେ ବହୁ ଅସୁବିଧା ହେଉଥିବାବେଳେ ଅନେକ ସମୟରେ ଜୀବନ ଯିବାର ସମ୍ଭାବନା ମଧ୍ୟ ଦେଖାଯାଉଛି । ଏହି ୱାର୍ଡଗୁଡିକର ବହୁ ରାସ୍ତା ପାର୍ଶ୍ଵ ଲାଇଟ୍ ଗୁଡିକ ଜଳୁନଥିବାରୁ ରାତିରେ ବହୁ ଦୁର୍ଘଟଣା ଘଟି ଶତାଧିକ ଲୋକ ଆହତ ହେଲେଣି । ଏଠାରେ ଦିନରେ ୨୫-୩୦ ଥର ଅଘୋଷିତ ଲାଇନ୍ କାଟ ଫଳରେ କାହା ପରିବାରର ସଦସ୍ୟ ରୋଗରେ ପଡିଥିଲେ ନାହିଁ ନଥିବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଛାତ୍ରଛାତ୍ରୀଙ୍କ ପାଠପଢାରେ ମଧ୍ୟ ବ୍ୟାହତ ହେଉଥିବାବେଳେ ପ୍ରାୟ ୫ ହଜାର ଗ୍ରାମବାସୀ ଉପରୋକ୍ତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏ ଦିଗରେ ଜିଲାପାଳ, ପୌରପାଳିକା ଓ ବିଦ୍ୟୁତ୍ ବିଭାଗର କର୍ମକର୍ତ୍ତାଙ୍କୁ ଅନୁରୋଧ କରାଯାଇଥିଲେ ମଧ୍ୟ କେହି ଦୃଷ୍ଟି ଦେଉନାହାଁନ୍ତି । ଏଣୁ ନୂତନ ଭାବେ ବିଜୟଲାଭ କରିଥିବା ବିଧାୟକ ସଂଜୀବ ମଲ୍ଲିକ ଏ ଦିଗରେ ଦୃଷ୍ଟି ଦେବାକୁ ସ୍ଥାନୀୟ ଅଂଚଳର ଉର୍ମିଳା ପଣ୍ଡା, ରଂଜନ କୁମାର ସାହୁ, ଅର୍ଣ୍ଣପୂର୍ଣ୍ଣା ନାୟକ, ରବି ବାରିକ ପ୍ରମୁଖ ଦାବି କରିଛନ୍ତି ।
ଦୁର୍ଘଟଣା: କନଷ୍ଟେବଳ ଗୁରୁତର
Laxmikanta Nath 2019-07-21 20:42:41
ଭଦ୍ରକ, ୨୧/୦୭ : ଭଦ୍ରକ ଜିଲା ଗ୍ରାମାଞ୍ଚଳ ଥାନା ସାବରଙ୍ଗ ଏରଡ଼ା ନିକଟରେ ରବିବାର ସକାଳେ ଚୋରାଚାଲାଣ ହେଉଥିବା ଏକ କୋଇଲା ବୋଝେଇ ପିକ୍‌ଅପ୍‌ ପୋଲିସ ଅଟକାଇବାକୁ ଉଦ୍ୟମ କରୁଥିବା ବେଳେ ଦୁର୍ଘଟଣା ଘଟିଛି। ଏଥିରେ ପୋଲିସ କନଷ୍ଟେବଳ ରଜତ ପାଣିଗ୍ରାହୀ ଗୁରୁତର ହୋଇଛନ୍ତି। ତାଙ୍କୁ ପ୍ରଥମେ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସୂଚନାଯୋଗ୍ୟ, ରଜତ ଉକ୍ତ ଗାଡ଼ିକୁ ଅଟକାଇବାକୁ ଚେଷ୍ଟାକରୁଥିବା ବେଳେ ଗାଡ଼ିଚାଳକ ତାଙ୍କୁ ଧକ୍କାଦେଇ ଫେରାର ହୋଇଯାଇଥିଲେ। ତେବେ କୋଇଲା ବୋଝେଇ ପିକ୍‌ଅପ୍‌ ରାସ୍ତା କଡରେ ଓଲଟି ପଡ଼ି ଥିବାବେଳେ ପୋଲିସ ଫେରାର ଚାଳକଙ୍କୁ ଖୋଜୁଥିବା ଜଣାପଡ଼ିଛି।
ଗାଁ କ୍ୱାକ ଠାରୁ ଔଷଧ ଖାଇ ନାବାଳକ ମୃତ
Laxmikanta Nath 2019-07-21 20:34:53
ଭଦ୍ରକ, ୨୧/୦୭ : ଡାକ୍ତର ଖାନାରେ ନାହାନ୍ତି ଡାକ୍ତର । ବାଧ୍ୟ ହେଇ ଗାଁ କ୍ୱାକ ପାଖକୁ ଯିବାକୁ ପଡୁଛି । ଭଲ ହେବା ବଦଳରେ ରୋଗୀର ହେଉଛି ମୃତ୍ୟୁ । ସେପଟେ ସଭିଙ୍କ ପାଇଁ ସ୍ୱାସ୍ଥ୍ୟ ସେବା ନିମିତ ଖର୍ଚ୍ଚ ହେଉଛି କୋଟିକୋଟି ଟଙ୍କା । ଯୋଜନା କେବଳ କାଗଜ କଲମରେ ସିମୀତ ରହିଥିବା ବେଳେ ରୋଗୀ ମୃତ୍ୟୁ ଘଟଣା ସାଜୁଛି ଚିର ସହଚର । ମିଳିଥିବା ସୂଚନା ଅନୁଯାଇ ,ଭଦ୍ରକ ଜିଲ୍ଲା କଷିଆ ସାମୁଦ୍ରୀକ ଥାନା ଅଧିନ ବିଦେଇପୁର ପାଳସାହିର ସତ୍ୟବ୍ରତ ନାୟକଙ୍କ ନାବାଳକ ପୁଅ ପ୍ରମୋଦ କୁ ଦୁଇଦିନ ତଳେ ଜ୍ୱର ହୋଇଥିଲା । ଗାଁ କ୍ୱାକ ଏସ କେ ସେନାପତିଙ୍କ ଠାରୁ ଔଷଧ ଆଣି ଖାଇବାକୁ ପ୍ରମୋଦକୁ ଦେଇଥିଲେ । ଯାହାଫଳରେ ରୋଗ ଭଲ ହେବା ବଦଳରେ ମୃତ୍ୟୁ ହୋଇଛି । ଏହି ଘଟଣାକୁ ସ୍ଥାନୀୟ ଅଂଚଳରେ ଉତେଜନା ଦେଖାଦେଇଥିବା ବେଳେ କ୍ୱାକ ଜଣକ ଫେରାର ଥିବା ପୋଲିସ ସୁତ୍ରରୁ ଜଣାଯାଇଛି ।
MSU संगठन ने बाढ़ प्रभावित गांव के लोगो के बीच राहत सामग्री किया वितरण
Rupesh Kumar 2019-07-21 19:59:31
मुजफ्फरपुर, 21 जुलाई (आरएनआई) | मिथिला स्टूडेंट यूनियन एक गैर राजनीतिक संगठन है जो लगातर 4 वर्षो से उत्तर बिहार के क्षेत्र और छात्र के विकास के लिये संघर्षरत एक मात्र संगठन हैं. उत्तर बिहार के अनेको जिले मे आये भीषण बाढ़ से लाखो लोग खुद को बचाने हेतू अपना सारा सामना छोड़ बेघर हो गए हैं और किसी ऊचे स्थान पर अपना डेरा डाले हुए हैं. मिथिला स्टूडेंट यूनियन मुजफ्फरपुर से साथ साथ मधुबनी, दरभंगा, सीतामढी सहित तमाम बाढ़ प्रभावित क्षेत्रों में राहत केम्प लगा जरुरतमंद तक तमाम जरुरी समान पहुंचाने का काम रही हैं. यूनियन के प्रदेश विश्वविद्यालय प्रभारी दावूद इब्राहिम ने बताया की उत्तर बिहार के अनेको जिलें बाढ़ का पानी भारी तबाही मचा चुकी है किन्तु हमारी सरकार समय रहते तो नही ही जगी ताजुब तो इस बात की है जब लाखों लोगों बेघर हो गए. अनेको ने जान से हाथ धो बैठे जो अपनी जान बचा कर किसी ऊचे स्थान पर अपना डेरा डाले हुए हैं, वो एक एक नेवला के लिये तरप रहे हैं और इतना होने के बाद भी सरकार अपना कुम्भकर्ण निंद्रा त्याग नही की और लोगो को अपने हाल से मरने के लिये छोड़ दी. जब यह सब हम लोगो से देखा नहीं गया तो हम लोगो ने एक मुहिम शुरु की जिसमे बाढ़ प्रभावित लोगो तक तमाम जरूरी सामान जैसे की भोजन, दवा, मोमबत्ति, टॉर्च, बिस्किट, चुरा गुड़ आदी समान उन तक लगातर पिछले 10 दिन से पहचाने का काम कर रही हैं. जिसके लिये हमारी टीम अनेको भाग मे बट कर काम कर रही है एक टीम सोसल मीडिया पर केम्पेन चला आम लोगों से सहयोग की अपील कर रही हैं और उन सें मिल रहे मदद को फिर दुसरे टीम के द्वारा बाढ़ प्रभावित क्षेत्रों में लगा केम्प तक पहचाने का काम करती हैं. जहा हमारी टीम पहले से आज से मुजफ्फरपुर मे भी हमारी टीम गायघाट प्रखंड के बाढ़ प्रभावित क्षेत्रों में राहत केम्प शुरु कर दी है जिसे धीरे धीरे और बढ़ाया जायेगा.

Top Stories

Home | Privacy Policy | Terms & Condition | Why RNI?
Positive SSL