HIGHLIGHTS


पूर्व ब्लाक प्रमुख व हरदोई सहकारी गन्ना समिति अध्यक्ष संजय तिवारी कोठिला की मेहनत रंग लायी, 11 दिसम्बर से गन्ना किसानों के गन्ना मूल्य का शुरू होगा भुगतान 

Laxmi Kant Pathak 2019-12-05 16:52:00    STATE 8039
पूर्व ब्लाक प्रमुख व हरदोई सहकारी गन्ना समिति अध्यक्ष संजय तिवारी कोठिला की मेहनत रंग लायी, 11 दिसम्बर से गन्ना किसानों के गन्ना मूल्य का शुरू होगा भुगतान 
हरदोई, 5 दिसंबर 2019, (आरएनआई )। जिले मे चीनी मिलोंं का पेेेराई सत्र शुुुरू हुुुए  लगभग 1महीना होने जा रहा है। लेेेकिन गन्ना मूूल्य का भुुुगतान न मिलने से किसान परेेेशान हो रहा था।  किसानो की इस बडी समस्या पर कोई नेेेता कुुुछ  बोलने को तैैैयार नही दिख रहा था। आखिरकार किसानों के हितार्थ  कदम उठाते हुुुये सहकारी गन्ना समिति हरदोई के अध्यक्ष संंजय तिवारी  कोठिला ने  गुरुवार को जिला गन्ना अधिकारी सना आफरीन से मुलाकात की। मुलाकात के दौरान श्री तिवारी ने जिला गन्ना अधिकारी को किसानों की समस्याओं से विस्तार से अवगत कराया। श्री तिवारी के द्धारा बताई गई किसानों से सम्बंधित शिकायतों को गन्ना अधिकारी ने ध्यान से सुना। गन्ना अधिकारी सना आफरीन ने श्री तिवारी को आश्वासन दिया कि पिछले वर्ष के निर्धारित मूल्य के अनुसार आगामी बुधवार से सभी किसानों के बकाए का भुगतान होना शुरू हो जाएगा और सरकार द्वारा मूल्य निर्धारित किये जाने के बाद जो डिफरेंस होगा उसका भुगतान किसानों को बाद में किया जाएगा। जिला गन्ना किसान सहकारी समिति अध्यक्ष संजय तिवारी कोठिला ने कहा कि किसानों के हित उनके लिए सर्वोपरि है और वह किसानों की समस्याओं को दूर करने के लिए हर पल तैयार रहते है। गन्ना किसानों के बकाए का बुधवार से भुगतान किए जाने का आश्वासन देने के लिए श्री तिवारी ने जिला गन्ना अधिकारी सना आफरीन का आभार व्यक्त किया।




Related News

State

ଇସ୍ରୋର ଗଗନଯାନ ମିଶନ : ଚୂଡ଼ାନ୍ତ ୪ ଜଣ ମହାକାଶଚାରୀଙ୍କ ମଧ୍ୟରେ ଓଡ଼ିଶାର ନିଖିଳ ରଥ
Laxmikanta Nath 2020-08-08 23:02:03
ଭୁବନେଶ୍ୱର : ଓଡ଼ିଆ ପୁଅ ଓ୍ଵିଙ୍ଗ କମାଣ୍ଡର ନିଖିଲ ରଥ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ମାନବ ମହାକାଶ ମିଶନ ଗଗନଯାନରେ ସାମିଲ ହେବା ଏକ ରକମ ନିଶ୍ଚିତ ହୋଇଯାଇଛି । ୨୦୨୨ରେ ହେବାକୁ ଥିବା ଏହି ମିଶନ ପାଇଁ ଚୂଡ଼ାନ୍ତ କରାଯାଇଥିବା ୪ ଜଣ କ୍ରିଉ ସଦସ୍ୟଙ୍କ ମଧ୍ୟରେ ସେ ସ୍ଥାନ ପାଇଛନ୍ତି । ଏ ସଂପର୍କରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ଵିଟ କରି ତାଙ୍କୁ ଅଭିନନ୍ଦନ ଜଣାଇବା ସହ ତାଙ୍କ ପାଇଁ ଓଡ଼ିଶା ଗର୍ବିତ ବୋଲି କହିଛନ୍ତି । ସବୁକିଛି ଯୋଜନା ଅନୁସାରେ ଚାଲିଲେ ସେ ମହାକାଶକୁ ଯିବାରେ ପ୍ରଥମ ଓଡ଼ିଆ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଋଷିଆରେ ତାଲିମ ନେଉଥିବା ଭାରତୀୟ ବାୟୁସେନାର ଗଗନଯାନ ଟିମ ନିକଟରେ ନିଜର ତାଲିମ ଶେଷ କରିଛି । ଏହି ଟିମରେ ଥିବା ନିଖିଳ ନିଜର ତାଲିମ ସଂପୂର୍ଣ୍ଣ କରିଛନ୍ତି । ନିଖିଲଙ୍କ ପରିବାର ବଲାଙ୍ଗୀର ସହରର ସୁଦପଡ଼ାରେ ରହନ୍ତି । ୨୦୦୪ ମସିହାରେ ନିଖିଲ ବାୟୁସେନାରେ ସାମିଲ ହୋଇଥିଲେ। ବର୍ତ୍ତମାନ ସେ ଚଣ୍ଡିଗଡ଼ ଏୟାରବେସରେ ୱିଙ୍ଗ୍ କମାଣ୍ଡର ଭାବେ କାର୍ଯ୍ୟରତ ଅଛନ୍ତି। ସଂଯୋଗବଶତଃ ତାଙ୍କ ପତ୍ନୀଙ୍କ ନାମ ଗଗନ ରଥ। ଏୟାରଫୋର୍ସର ଅନେକ କଠିନ ମିସନରେ ନିଖିଲ ସାମିଲ ଥିବା ବେଳେ ସଫଳତାର ସହ ତାକୁ ସଂପାଦନ କରି ଅନେକ ବାର ପୁରସ୍କୃତ ମଧ୍ୟ ହୋଇଛନ୍ତି।
ସନ୍ଦେହ : ସଂପର୍କୀୟ ଶାଳକଙ୍କୁ ହତ୍ୟା, ଥାନାରେ ଆତ୍ମସମର୍ପଣ କଲା ଅଭିଯୁକ୍ତ
Laxmikanta Nath 2020-08-08 22:57:40
ଭୁବନେଶ୍ବର : ନବରଙ୍ଗପୁର ଜିଲ୍ଲା ଝରିଗାଁ ଥାନା ଅଧିନରେ ଜଣେ ଯୁବକ ନିଜ ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ସଂପର୍କୀୟ ଶାଳକଙ୍କୁ ହତ୍ୟା କରି ମୁଣ୍ଡ ଓ ଗଣ୍ଡି ଅଲଗା କରିଦେଇଛି। ହାତିବାରୀ ଗାଁରେ ଗତକାଲି ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ ରତନ ଗୌଡ଼ (୩୦)। ଅଭିଯୁକ୍ତର ନାମ ଡମ୍ବରୁ ଗୌଡ଼ (୨୦)। ଝରିଗାଁ ପୁଲିସ କହିଛି ହାତିବାରୀ ଗାଁର ଡମ୍ବରୁ ଗତ ଦଶହରା ସମୟରେ ସେହି ଗାଁର ଜଣେ ୧୪ ବର୍ଷୀୟା ନାବାଳିକାକୁ ପ୍ରେମ ବିବାହ କରିଥିଲା। ବିବାହର କିଛି ମାସ ପରେ ଡମ୍ବରୁ ନିଜ ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରୁଥିଲା। ଫଳରେ ଉଭୟ ଉଭୟ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ବହୁବାର ଗଣ୍ଡଗୋଳ ହୋଇଆସୁଥିଲା। ଏ ନେଇ ଗାଁରେ ସମାଧାନ ପାଇଁ ଏକାଧିକ ଥର ବୈଠକ ବସିଥିଲା। ତଥାପି ସ୍ତ୍ରୀ ଉପରୁ ଡମ୍ବୁରୁର ସନ୍ଦେହ ଦୂର ହୋଇ ନଥିଲା। ଗତକାଲି ସକାଳୁ ଉଭୟ ସ୍ୱାମୀ ଓ ସ୍ତ୍ରୀ ଗଣ୍ଡଗୋଳ ହୋଇଥିଲା। ଫଳରେ ସ୍ତ୍ରୀ ନିଜ ଭଉଣୀ ଘରକୁ ଚାଲିଯାଇଥିଲା। ଡମ୍ବରୁ ସ୍ତ୍ରୀର ମାମୁଁ ପୁଅ (ସଂପର୍କୀୟ ଶାଳକ) କାଳେ ନେଇ କୁଆଡେ ଲୁଚାଇ ରଖିଥିବା ସନ୍ଦେହ କରିଥିଲା। ଡମ୍ବରୁ ନିଜ ସ୍ତ୍ରୀକୁ ନପାଇ ପୂର୍ବାହ୍ନରେ ଗାଁଠାରୁ ୨୦୦ ମିଟର ଦୂର ଏକ ନାଳ ନିକଟକୁ ଗାଧୋଇବା ପାଇଁ ଯାଇଥିଲା। ସେହି ନାଳ ନିକଟରେ ଥିବା ଘାସ ବୁଦାରେ ଡମ୍ବରୁର ମାମୁ ଶ୍ୱଶୁରଙ୍କ ପୁଅ ରତନ ଗୌଡ ଘାସରେ ବସିଥିବା ଗୁଣ୍ଡ୍ରି ଚଢେଇ ଧରିବା ପାଇଁ ଜାଲ ପକାଇବା ସମୟରେ ଡମ୍ବରୁ ନିଜର ରାଗ ସୁଝାଇବା ପାଇଁ ଯାଇ ସେ ଧରିଥିବା ଟାଙ୍ଗିଆରେ ରତନର ବେକକୁ ଚୋଟ ପକାଇଥିଲା। ଘଟଣାସ୍ଥଳରେ ହିଁ ରତନର ମୁଣ୍ଡ ଓ ଗଣ୍ଡି ଅଲଗା ହୋଇଯାଇଥିଲା। ଶେଷରେ ଡମ୍ବରୁ ରାତିରେ ଥାନାରେ ଆତ୍ମସମର୍ପଣ କରିଥିଲା। ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ଝରିଗାଁ ଥାନା ଅଧିକାରୀ ଉମେଶ ଚନ୍ଦ୍ର ସାହୁ ଏହି ସୂଚନା ଦେଇଛନ୍ତି।
ବିଜେଡି କଳା, ସଂସ୍କୃତି ଓ ମାନବ ସମ୍ବଳ ବିକାଶ ଶାଖା ପକ୍ଷରୁ ଜାତୀୟ ଶିକ୍ଷାନୀତି -୨୦୨୦ ସମ୍ପର୍କରେ ଆଲୋଚନାଚକ୍ର
Laxmikanta Nath 2020-08-08 22:53:19
ଭୁବନେଶ୍ବର : ସଂପ୍ରତି କେନ୍ଦ୍ର ସରକାରଙ୍କ ଦ୍ୱାରା ଜାତୀୟ ଶିକ୍ଷାନୀତି – ୨୦୨୦ଘୋଷଣା କରାଯାଇଥିବା ପରିପ୍ରେକ୍ଷୀରେ ଏହା କିପରି ଭାବରେ ସମଗ୍ର ଭାରତବର୍ଷ ତଥା ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ଆଗକୁ ନେଇପାରିବ ସେ ସମ୍ପର୍କରେ ବିଶଦ ତର୍ଜମାର ଆବଶ୍ୟକତା ରହିଛି । ନୂତନ ଶିକ୍ଷାନୀତିର ସକାରାତ୍ମକ ଓ ନକରାତ୍ମକ ଦିଗ ଉପରେ ଆଲୋକପାତ କରାଯିବା ସହିତ ଓଡିଶାର ଭୌଗୋଳିକ, ସମାଜିକ ଓ ଅର୍ଥନୈତିକ ସ୍ଥିତିରେ ଏହାର କି ପ୍ରକାର ପ୍ରଭାବ ରହିବ ସେ ସମ୍ପର୍କରେ ଅନୁଧ୍ୟାନ କରାଯିବା ଦରକାର । ଓଡିଶାର ଗ୍ରାମାଂଚଳ ତଥା ଅନୁସୂଚିତ ଜାତି ଓ ଜନଜାତି, ପଛୁଆବର୍ଗ ଛାତ୍ର ଛାତ୍ରୀଙ୍କୁ ଏହା କିପରି ପ୍ରଭାବିତ କରିବ ସେ ସମ୍ପର୍କରେ ସବିଶେଷ ଆଲୋଚନା କରାଯିବାର ଆବଶ୍ୟକତା ରହିଥିବା ଦୃଷ୍ଟିରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ବିଜୁ ଜନତା ଦଳର କଳା, ସଂସ୍କୃତି ଓ ମାନବ ସମ୍ବଳ ଶାଖା ପକ୍ଷରୁ ଜାତୀୟ ଶିକ୍ଷାନୀତି ୨୦୨୦ ସମ୍ବନ୍ଧିତ ଦୁଇଟି ଆଲୋଚନାଚକ୍ର ଆଜି ଭର୍ଚୁଆଲ ବୈଠକ ମାଧ୍ୟମରେ ଅନୁଷ୍ଠିତ ହୋଇଥିଲା । ଆଜି ପୂର୍ବାହ୍ନରେ ଆଲୋଚନା ଚକ୍ରର ପ୍ରଥମ ଅଧିବେଶନ ଶିକ୍ଷା ଉଦ୍ୟୋଗୀମାନଙ୍କ ସହିତ ଅନୁଷ୍ଠିତ ହୋଇଥିବା ବେଳେ ଅପରାହ୍ନରେ ଦ୍ୱିତୀୟ ଅଧିବେଶନ ରାଜ୍ୟର ବିଭିନ୍ନ ଶିକ୍ଷକ ଓ ଶିକ୍ଷକ ସଂଗଠନ ମାନଙ୍କ ସହିତ ଅନୁଷ୍ଠିିତ ହୋଇଥିଲା । ନୂତନ ଶିକ୍ଷାନୀତି ରାଜ୍ୟର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ନିର୍ମାଣ ଓ ଅଭିଭାବକମାନଙ୍କ ସ୍ୱାର୍ଥର ସୁରକ୍ଷା ସମ୍ବଳିତ ହୋଇଥିବାରୁ ପ୍ରତ୍ୟେକ ସ୍ତରରେ ଆଲୋଚନା କରାଯାଇ ସୁଚିନ୍ତିତ ପରାମର୍ଶ ତଥା ଦିଗଦର୍ଶନ ରାଜ୍ୟ ସରକାରଙ୍କୁ ଦିଆଯିବ ବୋଲି ଆୟୋଜକମାନେ କହିଥିଲେ ।ପ୍ରଥମ ଅଧିବେଶନରେ କଳା, ସଂସ୍କୃତି ଓ ମାନବ ସମ୍ବଳ ବିକାଶ ଶାଖାର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ ପ୍ରାରମ୍ଭିକ ମନ୍ତବ୍ୟ ଦେବା ଅବସରରେ ଏପରି ଆଲୋଚନାଚକ୍ର ଆୟୋଜନର ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ । ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ଜନ୍ମେଜୟ ଲେଙ୍କା ସ୍ୱାଗତ ଅଭିଭାଷଣ ଦେବା ପରେ ମନ୍ତ୍ରୀ ତଥା ବିଜୁ ଜନତା ଦଳର ବରିଷ୍ଠ ସାଧାରଣ ସମ୍ପାଦକ ଡଃ ଅରୁଣ କୁମାର ସାହୁ ବକ୍ତବ୍ୟ ପ୍ରଦାନ କରିବା ଅବସରରେ ଜାତୀୟ ଶିକ୍ଷାନୀତି ୨୦୨୦ସମ୍ପର୍କରେ ରାଜ୍ୟର ସବୁ ବର୍ଗର ମତାମତ ସଂଗ୍ରହ ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ଅବସରରେ ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଡଃ ଅଶୋକ ଦାସ, ନିର୍ବାଚନ ଆୟୋଗର ଉପଦେଷ୍ଟା ଡଃ ଭଗବାନ ପ୍ରକାଶ ଭିତି ପ୍ରବନ୍ଧ ପାଠ କରିବା ସହ ଜାତୀୟ ଶିକ୍ଷାନୀତିର ବିଭିନ୍ନ ଦିଗ ସଂପର୍କରେ ଆଲୋଚନା କରିଥିଲେ । ଏହି ଆଲୋଚନାଚକ୍ରରେ ଡଃ ବିଜୟ ସାହୁ, ମୁରଲୀ କ୍ରିଷ୍ଣନ, ଅମ୍ବରିଶ୍ ଦାସ, ଡଃ ଅଭିରାମ ବିଶ୍ୱାଳ, ଅଜୟ ବାହାଦୁର ସିଂହ, ବିପ୍ଳବ ବୁଗୁଡାୟି, ସୁଧାଂଶୁ ପଣ୍ଡା, ଆନନ୍ଦ ଅଗ୍ରୱାଲ , ଦେବସ୍ମିତା ସାହୁ, ରବିନ୍ଦ୍ର ସେଠୀ ଓ ଡଃ ରାଜେନ୍ଦ୍ର ସାହୁ ପ୍ରମୁଖ ଭାଗନେଇଥିଲେ ।ସେହିପରି ଅପରାହ୍ନ ଅଧିବେଶନରେ ଶିକ୍ଷକ ଓ ଶିକ୍ଷକ ସଂଗଠନର କର୍ମକର୍ତାମାନେ ଅଂଶଗ୍ରହଣ କରିଥିଲେ । ଅଧିବେଶନକୁ ପରିଚାଳନାକରି ମନ୍ତ୍ରୀ ଡଃ ସାହୁ ଜାତୀୟ ଶିକ୍ଷାନୀତିର ଉଦ୍ଦେଶ୍ୟ କେତେଦୂର ଫଳପଦ ହେବ ଏବଂ ଓଡିଶା ପରିପ୍ରେକ୍ଷୀରେ ଏହା କେତେଦୂର ପ୍ରଯୁଯ୍ୟ ସେ ସମ୍ପର୍କରେ ଆଲୋଚନା କରି ଯଦି ଏଥିରେ କୌଣସି ତ୍ରୁଟି ବିଚ୍ୟୁତି ପରିଲକ୍ଷିତ ହୁଏ ତେବେ ସେ ସମ୍ପର୍କରେ ରାଜ୍ୟ ସରକାର ତଥା କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି କହିଥିଲେ । ଅଧିବେଶନରେ ସୌମ୍ୟରଞ୍ଜନ ପଟ୍ଟନାୟକ ପ୍ରାରମ୍ଭିକ ମନ୍ତବ୍ୟ ପ୍ରଦାନ କରିଥିବା ବେଳେ ଉପମୁଖ୍ୟ ସଚେତକ ତଥା ବିଜେଡିର ବରିଷ୍ଠ ସାଧାରଣ ସମ୍ପାଦକ ରୋହିତ ପୂଜାରୀ ସ୍ୱାଗତ ଅଭିଭାଷଣ ଦେଇଥିଲେ । ଏଥିରେ ପୁର୍ବତନ କୁଳପତି ଡଃ ଆଦିତ୍ୟ ପାଢି ଏବଂ ସାଇ ଇଣ୍ଟରନାସନାଲ ପ୍ରତିଷ୍ଠାତା ଡଃ. ବିଜୟ ସାହୁ ଭିତ୍ତି ପ୍ରବନ୍ଧ ଉପସ୍ଥାପନା କରିଥିଲେ । ଖୋଲା ଆଲୋଚନାଚକ୍ରରେ ବିଭିନ୍ନ ଶିକ୍ଷକ ସଂଗଠନ ପକ୍ଷରୁ ହୃଦାନ୍ନ୍ଦ ଦ୍ୱିବେଦୀ, ପବିତ୍ର ମାହାଲା, ଗୋଲକ ନାୟକ, ପ୍ରକାଶ ମହାନ୍ତି, ମାନସ ବେହେରା, ରାଜେଶ ମହାନ୍ତି, ବିନୋଦ ବିହାରୀ ପାଣିଗ୍ରାହୀ, ଅମୀୟ ମହାନ୍ତି, ବିଜୟ ମିଶ୍ର ପ୍ରମୁଖ ଅଂଶଗ୍ରହଣ କରି ନିଜ ନିଜର ମତ ଉପସ୍ଥାପନା କରିଥିବାବେଳେ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ରଞ୍ଜିତା କୁଲକର୍ଣ୍ଣି , ସମ୍ବଲପୁରର ସୁଧାଂଶୁ ଶେଖର ରଥ, କୋରାପୁଟର ଉମାଶଙ୍କର ପାତ୍ର, ଶୋଭନୀୟ ଶିକ୍ଷାଶ୍ରମର ଡଃ ଅରୁନ୍ଧତୀ ଦେବୀ, ଡଃ ପ୍ରଣତୀ ଦାସ ପ୍ରମୁଖ ଜାତୀୟ ଶିକ୍ଷାନୀତିର ବିଭିନ୍ନ ଦିଗ ସଂପର୍କରେ ମତାମତ ରଖିଥିଲେ । ଶେଷରେ ବିଜେଡିର ସାଧାରଣ ସମ୍ପାଦକ ସତ୍ୟବ୍ରତ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
ଜିଲ୍ଲା ସ୍ତରୀୟ ୭୪ ତମ ସ୍ବାଧୀନତା ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ
Laxmikanta Nath 2020-08-08 22:46:22
ବ୍ରହ୍ମପୁର: ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ୭୪ତମ ସ୍ବାଧୀନତା ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । କରୋନା ର ସ୍ଥିତି ଯୋଗୁଁ ଚଳିତ ବର୍ଷର କାର୍ଯ୍ୟକ୍ରମ ଗୁଡିକ ଭାରତ ସରକାରଙ୍କ ପ୍ରଚଳିତ ନୀତି ଓ ନିର୍ଦ୍ଦେଶ ପ୍ରକାରେ ପାଳନ କରିବାକୁ ଜିଲ୍ଲାପାଳ ଉପସ୍ଥିତ ଅଧିକାରୀମାନଙ୍କୁ ଅବଗତ କରାଇଥି୍ଲେ । ସେହି ଅନୁଯାୟୀ ପାଳନ କରିବା ସକାଶେ ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ବୈଠକରେ ଅବଗତ କରାଇଥିଲେ . । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ଉପସ୍ଥିତ ସମସ୍ତ ସଦସ୍ୟମାନଙ୍କୁ ସ୍ବାଗତ କରିବା ସହ ଜାତୀୟ କାର୍ଯ୍ୟକ୍ରମଟିକୁ ସୀମିତ ଆକାରରେ ପାଳନ କରିବାପାଇଁ ବିବରଣୀ ଗୁଡିକୁ ବୈଠକରେ ଅବଗତ କରାଇଥିଲେ । ଚଳିତ ବର୍ଷର ସମସ୍ତ କାର୍ଯ୍ୟକ୍ରମ ଗୁଡିକ କୋଭିଡ୍ ନିୟମ ପ୍ରକାରେ ସାମାଜିକ ଦୂରତ୍ବ, ମାସ୍କ ପରିଧାନ, ସାନିଟାଇଜେସନ୍ ବ୍ୟବହାର କରି ଶୃଙ୍ଖଳାଗତ ଭାବେ ପାଳନ କରିବାପାଇଁ ସ୍ଥିର କରାଗଲା ।
ରେଡକ୍ରସ ପକ୍ଷରୁ ଶିକ୍ଷକମାନଙ୍କ ପାଇଁ ପ୍ରାଥମିକ ସୁରକ୍ଷା ସାମଗ୍ରୀ ପ୍ରଦାନ
Laxmikanta Nath 2020-08-08 22:44:52
ବ୍ରହ୍ମପୁର: ରାଜ୍ୟ ରେଡକ୍ରସ ସୋସାଇଟି ପକ୍ଷରୁ ଅନ୍ୟତମ କୋରୋନା ଯୋଦ୍ଧା ସାଜିଥିବା ଗଞ୍ଜାମ ଜିଲ୍ଲାର ଶିକ୍ଷକ ମାନଙ୍କ ବିଭିନ୍ନ ପ୍ରୋଟେକ୍ଟିଭ ସାମଗ୍ରୀ ପ୍ରଦାନ କରାଯାଇଛି । ଜିଲ୍ଲାରେ ପ୍ରବାସୀ ଶ୍ରମିକଙ୍କ ଆଗମନ ଠାରୁ ଆରମ୍ଭ କରି ବର୍ତ୍ତମାନ କୋଭିଡ କେୟର ହୋମରେ ରୋଗିଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ଏହାର ପରିଚାଳନା ଦାୟିତ୍ୱ ବହନ କରିଛନ୍ତି ଶିକ୍ଷକମାନେ । ଇତି ମଧ୍ୟରେ ଜିଲ୍ଲାରେ ବହୁ ଶିକ୍ଷକ ମଧ୍ୟ କୋରୋନାର ବସବତି ହୋଇଥିବା ବେଳେ ଅନେକ ପ୍ରାଣ ମଧ୍ୟ ହାରି ସାରିଲେଣି । ଏହିପରି କୋଭିଡ କେର ଦାୟିତ୍ୱରେ ଥିବା ଶିକ୍ଷକ ମାନଙ୍କ ସୁରକ୍ଷା ପାଇଁ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟ ରେଡକ୍ରସ ସୋସାଇଟିକୁ କିଛି ସୁରକ୍ଷା ସାମଗ୍ରୀ ଯୋଗାଇ ଦେବାକୁ ଅନୁରୋଧ କରିଥିଲେ । ଏହାକୁ ପ୍ରାଧାନ୍ୟ ଦେଇ ରାଜ୍ୟ ରେଡ କ୍ରସ ପକ୍ଷରୁ ୧୫ ହଜାର ମାସ୍କ ଏବଂ ବିଭିନ୍ନ ପ୍ରାଥମିକ ସୁରକ୍ଷା ସାମଗ୍ରୀ ଥିବା ୩ ଶହ କିଟ ପ୍ରଦାନ କରାଯାଇଛି । ରାଜ୍ୟ ଯୁବ ରେଡକ୍ରସ ଏବଂ ଜୁନିୟର ରେଡ କ୍ରସର ବରିଷ୍ଟ ଅଧିକାରିମାନେ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ପହଞ୍ଚି ଏହାର ସଠିକ ବିତରଣ ଏବଂ ଶିକ୍ଷକଙ୍କ ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱ ଦେବାକୁ ଆଲୋଚନା କରିବା ସହ ସମସ୍ଥ ସୁରକ୍ଷା ସାମଗ୍ରୀ ପ୍ରଦାନ କରିଥିଲେ । ରେଡକ୍ରସ ପକ୍ଷରୁ ପ୍ରଦାନନ କରାଯାଇଥିବା ସମସ୍ତ ସୁରକ୍ଷା ସାମଗ୍ରୀକୁ ଖୁବ ଶୀଘ୍ର ଶିକ୍ଷକଙ୍କ ନିୀଟରେ ପହଞ୍ଚାଇବା ମୁଳ ଲକ୍ଷ୍ୟ ରହିବ ବୋଲି ଜିଲ୍ଲା ଶିକ୍ଷାଧିକାରୀ କହିଥିବା ବେଳେ ସଦାସର୍ବଦା ଲୋକଙ୍କୁ ସହାୟତା ପ୍ରଦାନ କରୁଥିବା କର୍ମଚାରୀଙ୍କ ସ୍ୱାସ୍ଥ୍ୟ ସମ୍ପଦ ଆମର ଗୁରୁ ଦାୟିତ୍ୱ ବୋଲି କହିଛନ୍ତି ରେଡକ୍ରସର ବରିଷ୍ଟ ଅଧିକାରୀ ଡ. ଅଜୟ ତ୍ରିପାଠୀ । ଏହି କାର୍ଯ୍ୟକ୍ରମରେ ରାଜ୍ୟ ଯୁବ ରେଡକ୍ରସର ବରିଷ୍ଟ ଅଧିକାରୀ ଡ. ଅଜୟ ତ୍ରିପାଠୀ, ରାଜ୍ୟ କନିଷ୍ଠ ରେଡକ୍ରସର ଅଧିକାରୀ ଲକ୍ଷ୍ମଣ ସ୍ୱାଇଂ, ଜିଲ୍ଲା ଶିକ୍ଷାଧିକାରୀ ଅମୁଲ୍ୟ ପ୍ରଦାନ , ରେଡକ୍ରସ ଜିଲ୍ଲା ସଂଯୋଜକ ଭାଗିରଥି ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହିଥିଲେ । ରିପୋର୍ଟ: ପ୍ରଫୁଲ୍ଲ ସାବତ
ଆଦାନୀ ଫାଉଣ୍ଡେସନ ପକ୍ଷରୁ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ
Laxmikanta Nath 2020-08-08 22:44:11
ଭଦ୍ରକ : “ଏକ ସୁସ୍ଥ ରାଷ୍ଟ୍ର ଗଠନ ଦିଗରେ ପୁଷ୍ଟିକର ସମାଜ” ଏହି ବିଶ୍ୱାସ ସହିତ ଆଦାନୀ ୱିଲମାର ପର୍ଚ୍ୟୁନ୍ ସୁପୋଷଣ କାର୍ଯ୍ୟକ୍ରମ ମାଧ୍ୟମରେ ପୁଷ୍ଟିହୀନତା ଏବଂ ରକ୍ତହୀନତା ବିରୁଦ୍ଧରେ ଏକ ମିଶନ୍ ଆରମ୍ଭ କରିଛି । ଏହି ପ୍ରକଳ୍ପଟିକୁ ଆଦାନୀ ଫାଉଣ୍ଡେସନ୍ ମାଧ୍ୟମରେ ସୁପୋଷଣ ସଙ୍ଗିନୀମାନଙ୍କ ଦ୍ୱାରା ପରିଚାଳନା କରାଯାଉଅଛି । ଆଦାନୀ ୱିଲମାର ସମର୍ôଥତ ଏହି ପ୍ରକଳ୍ପ ଶିଶୁ ବର୍ଷ(ଜନ୍ମରୁ ୫ବର୍ଷ), ଗର୍ଭବତୀ ମହିଳା, ସ୍ତନ୍ୟପାନ କରାଉଥିବା ମା’ ଏବଂ କିଶୋରୀ ବାଳିକାମାନଙ୍କ ପାଇଁ କାର୍ଯ୍ୟ କରିଥାଏ । ସ୍ୱାସ୍ଥ୍ୟ ପାଇଁ ସ୍ତନ୍ୟପାନର ଆବଶ୍ୟକତାକୁ ଗୁରୁତ୍ୱ ଦେଇ ଆଦାନୀ ଫାଉଣ୍ଡେସନ, ଧାମରା ପୋର୍ଟର ସିଏସଆର ଟିମ୍ ପକ୍ଷରୁ ଏହି ବିଶ୍ୱ ସ୍ତନ୍ୟପାନ ସପ୍ତାହ ଭାବେ ପାଳନ କରିଛନ୍ତି । ପୋର୍ଟ ପାଶ୍ୱର୍ବର୍ତ୍ତୀ ୨୨ଟି ଗ୍ରାମପଞ୍ଚାୟତର ୯୦୦ରୁ ଉର୍ଦ୍ଧ୍ୱ କିଶୋରୀ, ଗର୍ଭବତୀ ମହିଳା ଏବଂ ସ୍ତନ୍ୟପାନ କରାଉଥିବା ମା’ ଏବଂ ବୟସ୍କ ମହିଳାମାନଙ୍କୁ ନେଇ ଅଗଷ୍ଟ ୧ରୁ ୭ ତାରିଖ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ କରାଥିଲା । କୋଭିଡ-୧୯ ମହାମାରୀକୁ ଦୃଷ୍ଟିରେ ରଖି ଏବଂ ସରକାରୀ ଗାଇଡଲାଇନ୍ ପାଳନ କରି ଆଇସିଡିଏସ୍ ସୁପରଭାଇଜର, ଚାନ୍ଦବାଲି ଅଙ୍ଗନୱାଡି କର୍ମୀ, ପୁଷ୍ଟିକର ପରାମର୍ଶଦାତା, ଏନ୍ଆର୍ସି, ଭଦ୍ରକଙ୍କ ଭର୍ଚୁଆଲ୍ ଉପସ୍ଥିତିରେ ପର୍ଚ୍ୟୁନ୍ ସୁପୋଷଣ ସଙ୍ଗିନୀମାନଙ୍କ ଦ୍ୱାରା କାଉନସେଲିଂ, ପ୍ରଶିକ୍ଷଣ ଓ ସଚେତନତା ସୃଷ୍ଟି କରାଯାଇଥିଲା । ୨୨ ଗ୍ରାମ ପଞ୍ଚାୟତର ସବୁଠାରୁ ଅପହଂଚ ଅଂଚଳରେ ସ୍ୱାସ୍ଥ୍ୟ ସେବା ଯୋଗାଇବା ସହ କିଶୋରୀ ବାଳିକା, ଗର୍ଭବତୀ ମହିଳା ଏବଂ ସ୍ତନ୍ୟପାନ କରାଉଥିବା ମା’ ଏବଂ ବୟସ୍କ ମହିଳାମାନଙ୍କୁ ସଚେତନ କରାଇବା ଏବଂ ପରାମର୍ଶ ଦେବା ଉଦ୍ଦେଶ୍ୟ ନେଇ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ୟୁନିଟ୍ ନିୟୋଜିତ ହୋଇଛି । ଏକ ସୁସ୍ଥ ବିଶ୍ୱ ପାଇଁ ସ୍ତନ୍ୟପାନ କରାଇବା ବାର୍ତାର ପ୍ରଚାର ପ୍ରସାର ଦିଗରେ ଫର୍ଚ୍ୟୁନ ସୁପୋଷଣ ପ୍ରକଳ୍ପର ପରିଚାଳିକା “ସୁପୋଷଣ ସଙ୍ଗିନୀ” ମାନେ ହାତ ତିଆରି ପୋଷ୍ଟର ସହ ଗ୍ରାମରେ ପହଂଚି ସଚେତନତା କାର୍ଯ୍ୟକ୍ରମ, ସଙ୍ଗୀତ ପ୍ରତିଯୋଗିତାମାନ ଆୟୋଜନ କରିଥିଲେ ।
ADANI FOUNDATION OBSERVES WORLD BREASTFEEDING WEEK
Laxmikanta Nath 2020-08-08 22:42:33
Bhadrak,08th Aug(RNI): With the belief “Nourishing communities towards a healthy nation”, Adani Wilmar driving project Fortune SuPoshan–“a mission against Malnutrition and Anaemia”. This project is being managed by Adani Foundation through its “SuPoshan Sanginis”. Supported by Adani Wilmar, the project closely works with children (0-5) years, pregnant women, lactating mother and adolescent girls. Focusing on “the impact of infant feeding on the environment/climate change and the imperative to protect, promote and support breastfeeding for the health of the planet and its people,” Adani Foundation Dhamra has observed the weeklong World Breastfeeding Week from 1st to 7th August 2020 among more than 900 Adolescent Girls, Pregnant women and Lactating mother and elderly women of its 22 Grampanchayats of Adani Dhamra Port periphery. Keeping the COVID – 19 pandemic and in adherence of the Government guideline, the week was observed by the Fortune SuPoshan Sanginis in presence of government officials like ICDS Supervisor, Anganwadi Workers-Chandbali, Nutrition Counselor, NRC, Bhadrak using the Virtual mode in creating the awareness, counseling, live demonstration, interaction the project target population. The Mobile Health Unit which provides the health services in the most unreachable area of these 22 GPs have engaged in disseminating the awareness and counseling of Adolescent Girls, Pregnant women and Lactating mother and elderly women on the theme. The driver of the Fortune SuPoshan project “SuPoshan Sanginis” reached the villages with handmade posters and organized awareness programme, song competition to spread the message of “support breastfeeding for a healthier planet” adhering to Social Distancing norm.
ଆଦାନୀ ଟ୍ରାନ୍ସମିଶନ୍ ଲିମିଟେଡ୍ର ପ୍ରଥମ ତ୍ରୈମାସିକ ଲାଭ ୬୬.୫୨ ପ୍ରତିଶତ
Laxmikanta Nath 2020-08-08 22:40:38
ଭଦ୍ରକ : ଆଦାନୀ ଟ୍ରାନ୍ସମିଶନ୍ ଲିମିଟେଡ୍ ୨୦୨୧ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକ ଆର୍ଥିକ କାରବାର ଫଳାଫଳ ପ୍ରକାଶ କରିଛି । କୋଭିଡ୍ ମହାମାରୀ ପରିସ୍ଥିତି ସତ୍ତ୍ୱେ ପ୍ରଥମ ତ୍ରୈମାସିକରେ କମ୍ପାନୀ ୬୬.୫୨ ପ୍ରତିଶତ ଲାଭ କରିଛି । ଗତ ୨୦୧୯-୨୦ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ କମ୍ପାନୀ ୨୧୩.୪୨ କୋଟି ଟଙ୍କା ଆୟ କରିଥିବା ବେଳେ ୨୦୨୦-୨୧ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ୩୫୫.୪୦ କୋଟି ଲାଭ କରିଛି । କମ୍ପାନୀର କାର୍ଯ୍ୟଦକ୍ଷତା ବିଷୟରେ ଆଦାନୀ ଗ୍ରୁପ୍ର ଅଧ୍ୟକ୍ଷ ଶ୍ରୀ ଗୌତମ ଆଦାନୀ କହିଛନ୍ତି, “ଭାରତରେ ଆମର ସମ୍ପତ୍ତି ମାଧ୍ୟମରେ ସମସ୍ତ ଅଂଚଳରେ ନିରନ୍ତର ବିଦ୍ୟୁତ ଯୋଗାଣକୁ ସୁନିଶ୍ଚିତ କରିବା ଦିଗରେ ଆମେ ଦୃଢସଂକଳ୍ପ ଅଟୁ । ଅଭିବୃଦ୍ଧି ପାଇଁ ଆଦାନୀ ଟ୍ରାନ୍ସମିଶନ୍ ଭଲ ସ୍ଥିତିରେ ଅଛି ଏବଂ ଆମେ ଆମ ଦେଶର ବିଦ୍ୟୁତ୍ ଆବଶ୍ୟକତା ପୂରଣ କରିବା ଏବଂ ବିଶ୍ୱସ୍ତରୀୟ ଉପଯୋଗିତା ଭାବରେ ଆମର ସ୍ଥିତିକୁ ଦୃଢ କରିବା ଦିଗରେ କାର୍ଯ୍ୟ କରୁଛୁ । ଆଦାନୀ ଟ୍ରାନ୍ସମିଶନ୍ ଲିମିଟେଡ୍ର ପରିଚାଳନା ନିର୍ଦ୍ଦେଶକ ଏବଂ ସିଇଓ ଅନୀଲ ସର୍ଦ୍ଦାନା କହିଛନ୍ତି, “ଆଦାନୀ ଟ୍ରାନ୍ସମିଶନ୍ ଗତ କିଛି ବର୍ଷ ମଧ୍ୟରେ ଏକ ଉଚ୍ଚ ଅଭିବୃଦ୍ଧିଶୀଳ କମ୍ପାନୀରୁ ପରିପକ୍ୱ କମ୍ପାନୀକୁ ବିକଶିତ ହୋଇଛି । ସ୍ୱାସ୍ଥ୍ୟ ଏବଂ ମହାମାରୀ ଚ୍ୟାଲେଂଜ ଦ୍ୱାରା ବାଧା ସତ୍ତ୍ୱେ ଉପଭୋକ୍ତମାନଙ୍କ ସହଯୋଗ ହାସଲ ସହ ଏବଂ ୨୪ଘଣ୍ଟା ଗୁଣାତ୍ମକ ବିଦ୍ୟୁତ ଯୋଗାଣ କରିବାକୁ ଆଦାନୀ ଟ୍ରାନ୍ସମିଶନ୍ ଲିମିଟେଡ୍ ଉଦ୍ୟମ କରୁଛି ।
Adani Transmission Q1 profit up 66.52%
Laxmikanta Nath 2020-08-08 22:39:55
Bhadrak,08th Aug(RNI): Adani Transmission Ltd., a part of the Adani Group announced the financial results for the Q1. Company jumped 66.52 per cent in consolidated net profit at Rs 355.40 crore for June quarter 2020-21. In the year-ago period, the company clocked a profit of Rs 213.42 crore. Speaking on the performance of the company, Mr. Gautam Adani, Chairman, Adani Group, said, “We are steadfast in our pursuit of energizing and ensuring continuous power supply across all regions through our assets in India. Adani Transmission is well positioned to deliver exponential growth and we are working towards fulfilling our nation’s electricity needs and strengthening our position as a world class utility.” Mr. Anil Sardana, MD
अपने स्वास्थ्य के प्रति सावधानी बरतते हुए बचाव के साथ अपनी जिम्मेदारियों का पालन करें :- पुलकित खरे
Laxmi Kant Pathak 2020-08-08 18:24:32
हरदोई, 8 अगस्त 2020, (आरएनआई)। कलेक्ट्रेट सभागार कोविड-19 के सम्बन्ध में आहूत बैठक की अध्यक्षता करते हुए जिलाधिकारी पुलकित खरे ने मुख्य चिकित्साधिकारी डा0 सूर्यमणि त्रिपाठी से कहा कि सभी एल-1 एवं एल-2 अस्पतालों में पीपी किट, सेनेटाइजर, मास्क, चादरे आदि आवश्यक वस्तुओं की पर्याप्त उपलब्धता बनाये रखें। बैठक में जिलाधिकारी एल-1 व एल-2 अस्पतालों के नोडल मजिस्टेªटों एवं चिकित्सकों को निर्देश दिये कि अपने अस्पतालों में अच्छी सफाई व्यवस्था रखने के साथ पेयजल, बिजली व्यवस्था को भी ठीक रखे तथा कोरोना मरीजो को दिये जाने वाले नाश्ता एवं भोजन की गुणवत्ता को स्वयं देखने के बाद वितरित करायें।
किसानों के लिए वरदान है किसान ट्रेन - कमल पटेल
Vivek Gupta 2020-08-08 18:06:56
हरदा, 8 अगस्त 2020, (आरएनआई)। किसान ट्रेन देश के किसानों के लिए वरदान है, इस ट्रेन से किसानों की उपज को बड़ा बाजार मिल सकेगा और बिचौलियों से भी मुक्ति मिल सकेगी। कृषि एवं किसान कल्याण मंत्री कमल पटेल ने प्रधानमंत्री नरेन्द्र मोदी तथा केन्द्रीय कृषि मंत्री नरेंद्र सिंह तोमर का आभार व्यक्त करते हुए कहा कि भाजपा ने किसानों की आय दोगुनी करने का जो संकल्प लिया है किसान ट्रेन उसे पूरा करने का माध्यम है। इस ट्रेन में किसान अपने फल और सब्जियों को दूसरे बड़े शहरों में भेजकर ज्यादा दाम कमा सकेंगे अभी तक स्थानीय स्तर पर भंडारण का समुचित इंतजाम नहीं होने से फल, सब्जी खराब हो जाते थे इसलिए किसानों को औने-पौने दाम पर बेचना पड़ता था। किसान ट्रेन से कृषि उपज का बाजार विस्तृत हुआ है जिससे किसानों को उनकी सब्जियों और फलों से ज्यादा आमदानी होना शुरु हो जाएगी।
लाइव किडनैपिंग का वीडियो हुआ वायरल
Pranjal Gupta 2020-08-08 18:06:50
पीलीभीत, 8 अगस्त 2020, (आरएनआई)। यूपी के पीलीभीत जिले में बीती रात मकान के विवाद को लेकर कार से आए बेखौफ बदमाशों ने दो युवकों पर लाठी-डंडों से हमला कर दिया। बदमाशों की मारपीट से एक युवक बेहोश हो गया तो वही दूसरे युवक को बदमाशों ने तमंचे के बल पर जबरन गाड़ी में बैठा लिया और अपहरण कर दूर सुनसान इलाके में ले जाकर दोबारा उसके साथ मारपीट की है। यही नहीं युवक को डराने के लिए बदमाशों ने हवाई फायर भी किया और पीड़ित युवक को आरोपी बनाकर पुलिस के हवाले कर दिया, वही लाइव किडनैपिंग का वीडियो सोशल मीडिया पर वायरल होने के बाद एसपी ने मामले की गहनता से जांच के बाद कार्यवाही करने के आदेश दिए है। आपको बता दे कि वायरल वीडियो कोतवाली बीसलपुर इलाके के यूनियन बैंक के पास की है तस्वीरों में आप साफ तौर से देख सकते हैं किस तरह कार से आए कई बदमाश दोनों युवकों के साथ मारपीट कर रहे हैं दबंगों का मारपीट से मन नहीं भरा तो विकास नाम के शख्स को तमंचे के बल पर गाड़ी में बैठा लिया और सुनसान इलाके में ले जाकर फिर मारपीट कर हवाई फायरिंग भी कर दिया। तस्वीरों में बदमाशों के हाथ में डंडे दिखाई दे रहे हैं और बदमाश युवक को जबरन गाड़ी में भी बैठा रहे यही नहीं तस्वीरों में कार के पीछे एक युवक बेहोश पड़ा है जो कि विकास का दोस्त है और बदमाशों ने उसे पीट-पीटकर अधमरा कर दिया है। दरअसल कोतवाली बीसलपुर के दुर्गा प्रसाद का रहने वाला 24 वर्षीय विकास गंगवार का अपने ही फूफा अवध बिहारी, रमेश गंगवार, अरुण कुमार, राजेश गंगवार और गुड्डू से मकान को लेकर विवाद चल रहा था। मकान पर कब्जा जमाने के लिए विकास के ही रिश्तेदारों ने खतरनाक साजिश रची जिसमें उन्होंने पुलिस को सूचना दी कि एक बदमाश घर में घुस गया है और तमंचा लेकर लोगों को डरा रहा है। सूचना पर पहुंची पुलिस को विकास नाम के युवक के पास अवैध तमंचा और कारतूस बरामद हुए जिसके बाद पुलिस विकास को पकड़कर थाने ले आई और उसको बंद कर दिया पुलिस विकास के खिलाफ कार्यवाही कर ही रही थी उस बीच एक वीडियो वायरल हुआ जिसमें देखा गया विकास नाम के युवक को कार से आए कुछ लोग मार रहे है और उसको जबरन तमंचे के बल पर कार में बैठा रहे, बदमाशों की मारपीट से विकास का दोस्त बेहोश हो गया बदमाशों ने विकास का अपहरण कर दूर सुनसान इलाके में ले जाकर दोबारा मारपीट कर अपनी वारदात को अंजाम दिया और जब विकास बेहोशी की हालत में आ गया तो उसकी जेब में कारतूस और अवैध तमंचा रख मरणासन्न की हालत में उसे घर के बाहर छोड़ दिया, फिलहाल वीडियो वायरल होने के बाद एसपी के कहने पर विकास को छोड़ा गया है और आरोपियों के खिलाफ सख्त कार्रवाई के आदेश दिए गए हैं। किडनैप हुए विकास नाम के शख्स की माने तो 4 बदमाश उसे स्विफ्ट कार से किडनैप कर सूनसान जगह पर ले गए और उसकी जमकर पिटाई की और पिटाई से वेसुध हुए विकास को उल्टा फ़साने के लिए उसकी जेब मे कई जिंदा कारतूस भी रख दिये लेकिन किडनैपिंग का वीडियो सामने आने के बाद बदमाशो की चाल कामयाब नही हो पाई पीड़ित व्यक्ति की तहरीर पर वादमशो के खिलाफ कोतवाली बीसलपुर में मुकदमा दर्ज कर लिया गया है और पुलिस फिलहाल पूरे घटनाक्रम पर गहनता से जांच कर रही है।
बंदी के दौरान दुकान खोलने वालों पर एक हजार व मास्क न लगाने वालों पर पांच सौ रूपया का जुर्माना लगाये :- पुलकित खरे
Laxmi Kant Pathak 2020-08-08 17:53:56
हरदोई, 8 अगस्त 2020, (आरएनआई)। जिलाधिकारी पुलकित खरे ने आज दो दिवसीय सम्पूर्ण बंदी के दौरान प्रातः नुमाईश चौराहा, बड़ा चौराहा, छोटा चौराहा, मुन्ने मियां चौराहा, मछली मंडी रोड, बाबा मंदिर रोड, साण्डी रोड, बावन चुंगी एवं कोतवाली रोड का भ्रमण कर नगर पालिका परिषद द्वारा चलाये जा रहे विशेष सफाई अभियान के तहत सफाई एवं सेनेटाइजेशन व्यवस्था निरीक्षण किया।
पूर्व केंद्रीय मंत्री व सांसद मेनका संजय गांधी दो दिवसीय दौरे पर 9 अगस्त को शाम 4 बजे संसदीय क्षेत्र सुलतानपुर पहुँचेगी
Shyam Chandra Srivastav 2020-08-08 17:32:19
सुलतानपुर, 8 अगस्त 2020, (आरएनआई)। सांसद मेनका गांधी कल दिनांक 9 अगस्त 2020 रविवार को शाम 4 बजे दो दिवसीय दौरे पर जिले में पहुँच रही है। श्रीमती गांधी रविवार को प्रातः 7 बजे दिल्ली से सड़क मार्ग द्वारा निजी वाहन द्वारा से चलकर वाया नोयडा एक्सप्रेस वे , यमुना एक्सप्रेस वे, आगरा - लखनऊ एक्सप्रेस वे होते हुए लखनऊ तथा वहां से हैदरगढ़, जगदीशपुर , मुसाफिरखाना होते 4:00 बजे शहर के शास्त्रीनगर स्थित भाजपा नेता संदीप सिंह के आवास पर रात्रि विश्राम करेगी।
सुलतानपुर-दहेज हत्यारोपी को कादीपुर पुलिस ने गिरफ्तार कर भेजा जेल
Shyam Chandra Srivastav 2020-08-08 17:00:17
सुलतानपुर, 8 अगस्त 2020, (आरएनआई)। कादीपुर कोतवाली पुलिस ने गत दिनों नगर में दहेज प्रताड़ना को लेकर मायके में खुदकुशी के मामले में पांच नामजद अभियुक्तों में से तीन को जौनपुर जनपद से गिरफ्तार करने में सफलता हासिल किया है।
ସରୋଜମଣି ନଗର : କାଦୁଅ ପଚପଚ ରାସ୍ତା
Laxmikanta Nath 2020-08-07 23:05:42
ଛତ୍ରପୁର : ଗଞ୍ଜାମ ଜିଲ୍ଲାର ବୃହତ୍ତମ ମୁନିସିପାଲଟି ହିଞିଳିକାଟୁ ଗତ୨୦୧୭ସାଲ ନଭେମ୍ବର ୧୮ ନଗରଉନ୍ନୟନ ବିଭାଗ ପକ୍ଷରୁ ହିଞିଳିକାଟୁ ସହର ମୁନସିପାଲଟି ରୂପେ ମାନ୍ୟତା ପାଇଥିଲା ।ସ୍ଥାନୀୟ ପ୍ରଶାସନ ପକ୍ଷରୁ ସେହି ମାସ ୨୨ତାରିଖରେ ଏହାକୁ ବିଧିବଦ୍ଧ ଭାବେ ଘୋଷଣା ବି କରାଯାଇଥିଲା ।ସହରରେ ଉନ୍ନତି କରଣ ପାଇଁ ସ୍ଥାନୀୟ ପ୍ରଶାସନ ବିଭିନ୍ନ ଅନୁଦାନ ପାଣ୍ଠିରୁ କୋଟି କୋଟି ଟଙ୍କା ବିନିଯୋଗ କରାଯାଇଛି ।କିନ୍ତୁ ପ୍ରଶାସନର ଆଢୁଆଳରେ ଏମିତି ଏକ ସାହି ବା ବସ୍ତି ରହିଛି ଯାହାକୁ କି ଜଣେ ଦେଖିଲେ ହିଁ ସେଠିକାର ପରିସ୍ଥିତି ଓ ପରିବେଶ ସମ୍ପର୍କରେ ବେଶ ବୁଝିପାରିବ । ସେହି ସାହି ବସ୍ତିଟି ରହିଛି ସରୋଜମଣି ନଗର । ଏହି ସାହିର ଯିବା ଆସିବା ରାସ୍ତା କାଦୁଅ ପଚପଚରେ ପାଲଟିଛି ମରଣ ବସ୍ତିବାସିନ୍ଦା ।ତେବେ ହିଞିଳିକାଟୁ ମୁନିସିପାଲଟିରେ ଅବହେଳିତ ଅବସ୍ଥାରେ ସଢ଼ୁଥିବା ଏହି ବସ୍ତି ବାସିନ୍ଦାଙ୍କ ଭାଗ୍ୟୋଦୟ କେବେ ଘଟିବ ତାହା ହିଁ ବୁଦ୍ଧିଜୀବୀଯନ୍ତା ।ପୋୖର ପ୍ରଶାସନର ଏହି ବସ୍ତିର ରାସ୍ତାଟିକୁ କେବେ ନଜରରେ ଆସିନଥିବା ତାହା ସ୍ୱଷ୍ଟ ଜଣାପଡିଛି ।ଏହି ରାସ୍ତାଘାଟ ଓ ଡ୍ରେନ ନିର୍ମାଣ କାର୍ଯ୍ୟ ଅବହେଳିତ ଅବସ୍ଥାରେ ରହିଛି। ପୋୖର ପରିଷଦ ଜାଣିଥିଲେ ମଧ୍ୟ କାର୍ଯ୍ୟକାରୀ ହୋଇ ପାରିନାହିଁ ବୋଲି ସ୍ଥାନୀୟ ବସ୍ତିବାସୀ ଅଭିଯୋଗ କରିଛନ୍ତି । ହିଞିଳି ସହରକୁ ସୌନ୍ଦର୍ଯ୍ୟ କରଣ କରିବା ନିମନ୍ତେ ପ୍ରଶାସନର ଅନୁଦାନ ଯଥେଷ୍ଟ ଥିବା ବେଳେ ତାହର ବ୍ଯତିକ୍ରମ ହେଉନଥିବା ସରୋଜନଗରରେ ଏହି ଦୃଶ୍ୟ ଜଳ ଜଳ ହୋଇ ଦେଖାଯାଉଛି ।ଅପରପକ୍ଷରେ ମୁନସିପାଲଟି ତରଫରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ସହ ଆଲୋକ ଓ ପାନୀୟଜଳ ଯୋଗାଇ ଦିଆଯାଇଥିବା ଜାଣାଯାଇଛି ।ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥିବା ସାଧାରଣ ମୌଳିକ ସୁବିଧା ଏଠାରେ ଏବେ ସାତ ସପନ।ଏହି ଅସ୍ବାସ୍ଥ୍ୟକର ପରିବେଶରେ ସବୁ ସୁବିଧାରୁ ବଞ୍ଚିତ ହୋଇ ଦୀର୍ଘ ବର୍ଷ ଧରି ଅବହେଳିତ ଅବସ୍ଥାରେ ସଢ଼ୁଛନ୍ତି ଏହି ମହଲରେ ବିରାଟ ପ୍ରଶ୍ନ ସୃଷ୍ଟି କରିଛି।ରିପୋର୍ଟ-ପ୍ରିୟବ୍ରତ ପଣ୍ଡା
ନିର୍ମାଣାଧୀନ ଡ୍ରେନରେ ପଡ଼ି ଯୁବକ ମୃତ, ଲୁହାଛଡ଼କୁ କାଟି ମୃତଦେହ ଉଦ୍ଧାର କରିଲା ପୁଲିସ
Laxmikanta Nath 2020-08-07 23:01:59
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ସହରରେ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଆଙ୍କୋଲି ଓଭରବ୍ରିଜ ତଳେ ନିର୍ମାଣାଧୀନ ଡ୍ରେନରେ ଖସିପଡ଼ି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ଉକ୍ତ ଯୁବକ ଜଣକ ହେଲେ ବ୍ରହ୍ମପୁର ଲାଞ୍ଜିପଲି ତୋଟା ସାହିର ପୂର୍ଣ୍ଣଚନ୍ଦ୍ର ସାମନ୍ତରାୟ ବୋଲି ଜଣାଯାଇଛି। ତାଙ୍କର ବୟସ ୩୫ ବର୍ଷ। ଗତକାଲି ରାତି ୧୧ଟା ସମୟରେ ପୂର୍ଣ୍ଣଚନ୍ଦ୍ର ଘରକୁ ଫେରୁଥିବା ବେଳେ ଏହି ନିର୍ମାଣଧୀନ ଡ୍ରେନ ଭିତରକୁ ନିଜ ସ୍କୁଟି ସହ ଖସିପଡ଼ିଥିଲେ । ଡ୍ରେନରେ ଲୁହା ଛଡ଼ ବାହାରକୁ ବାହାରିଥିବାରୁ ପୂର୍ଣ୍ଣଚନ୍ଦ୍ରଙ୍କ ଶରୀରରେ ବିଭିନ୍ନ ସ୍ଥାନରେ ପଶି ଯାଇଥିଲା । କିଛି ସମୟ ପରେ ପୂର୍ଣ୍ଣଚନ୍ଦ୍ରଙ୍କ ମୃତ୍ୟୁ ହୋଇଯାଇଥିବାର ଅନୁମାନ କରାଯାଉଛି । ସକାଳୁ ବୈଦ୍ୟନାଥପୁର ଥାନା ଓ ଟ୍ରାଫିକ ଥାନା ପୁଲିସ ପହଞ୍ଚି ଲୁହା ରଡକୁ କାଟି ମୃତଦେହକୁ ଉଦ୍ଧାର କରିଥିବା ଜଣାଯାଇଛି। ଏହି ଘଟଣା ବ୍ରହ୍ମପୁର ସହରରେ ଚର୍ଚ୍ଚାର ବିଷୟ ହୋଇଛି। ନିର୍ମାଣାଧୀନ ଡ୍ରେନରେ ରଡ୍ ବାହାରିଥିବା ଯୋଗୁଁ ଜନ ଅସନ୍ତୋଷ ଦେଖା ଦେଇଛି।
କୋରନାରୁ ସୁସ୍ଥ ହୋଇ କାର୍ଯ୍ୟରେ ଯୋଗ ଦେଲେ କାରୋନା ଯୋଦ୍ଧା
Laxmikanta Nath 2020-08-07 22:53:52
ଭଦ୍ରକ : ମହାମାରୀ କରୋନା ବିପତ୍ତି ସମୟରେ ଜନସାଧାରଣଙ୍କ ସୁରକ୍ଷାରେ ଦିନ ରାତି କର୍ତ୍ତବ୍ୟ କରୁ କରୁ କାରୋନାରେ ଆକ୍ରାନ୍ତ ହେଲେ କାରୋନା ଯୋଦ୍ଧା | ଜଣେ ନୁହେଁ କି ଦୁଇ ଜଣ ନୁହେଁ ଏକଥରକେ ଥାନାର ଥାନାଧିକାରୀଙ୍କ ସମେତ କରୋନାରେ ସଂକ୍ରମିତ ହେେ ୯ ଜଣ ପୋଲିସ କର୍ମଚାରୀ | ତେବେ ଚିକିତ୍ସିତ ପରେ ସଂପୂର୍ଣ୍ଣ ସୁସ୍ଥ ହୋଇ ଏବେ ପୁଣି କାର୍ଯ୍ୟରେ ଯୋଗ ଦେଇଛନ୍ତି ଏହି କରୋନା ଯୋଦ୍ଧା ପୋଲିସ କର୍ମଚାରୀ | ପୁଣି ଥରେ ଜନସାଧାରଣଙ୍କ ସେବା ପାଇଁ କାର୍ଯ୍ୟରେ ଯୋଗଦେବା ସମୟରେ ଏହି କାରୋନା ଯୋଧ୍ୟାକୁ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଛି | ସୂଚନାଯୋଗ୍ୟ ଯେ ଭଦ୍ରକ ଜିଲ୍ଲା ଧାମନଗର ଥାନାର ଥାନାଧିକାରୀଙ୍କ ସମେତ ୬ ଜଣ କାରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ | ପରେ ପୁଣି ୩ ଜଣ କର୍ମଚାରୀ ସଂକ୍ରମିତ ଚିହ୍ନଟ ହୋଇଥିଲେ | ତେବେ କୋରନା ଆକ୍ରାନ୍ତ ସମସ୍ତେ ଜିଲ୍ଲା କୋଭିଡ଼ ହସପିଟାଲରେ ଚିକିତ୍ସିତ ସହ ଘରେ ହୋମ ଆଇସୋଲେସନରେ ଥିଲେ | ଏବେ ସଂପୂର୍ଣ୍ଣ ସୁସ୍ଥ ହେବା ପରେ ୯ ଜଣ ମଧ୍ୟରୁ ୬ ଜଣ କାର୍ଯ୍ୟରେ ଯୋଗ ଦେଇଛନ୍ତି | ଅନ୍ୟ ୩ ଜଣ କର୍ମଚାରୀ ହୋମ ଆଇସୋଲେସନରେ ଅଛନ୍ତି | ଥାନା କାର୍ଯ୍ୟରେ ଯୋଗଦେବା ବେଳେ ଧାମନଗର ଏସଡିପିଓ ସେମାନଙ୍କୁ ଫୁଲ ତୋଡା ଦେଇ ସମ୍ବର୍ଦ୍ଧିତ କରିଛନ୍ତି | ତେବେ ଥାନଧିକାରୀ ରତିକାନ୍ତ ଗିରି କହିଛନ୍ତି ଏବେ କର୍ତ୍ତବ୍ୟ ସହ ପୁଣି ଥରେ ସଚେତନତା ସହ ଜନସାଧାରଣଙ୍କ ସୁରକ୍ଷା ପାଇଁ ଆମ ସେବା ଜାରୀ ରହିବ |
ଆଦାନୀ ଗ୍ୟାସ୍ର ପ୍ରଥମ ତ୍ରୈମାସିକରେ ୫୩ ପ୍ରତିଶତ ହ୍ରାସ
Laxmikanta Nath 2020-08-07 22:40:17
ଭଦ୍ରକ : କରୋନା ମହାମାରୀ ଯୋଗୁ ୬୯ ଦିନର ତାଲାବନ୍ଦ କାରଣରୁ ଆଦାନୀ ଗ୍ୟାସ ଲିମିଟେଡ୍ର ପ୍ରଥମ ତ୍ରୈମାସିକ ଫଳାଫଳରେ ପ୍ରଭାବିତ ହୋଇଛି । ଗତ ୨୦୨୦ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକ ବ୍ୟବସାୟ ତୁଳନାରେ ୨୦୨୧ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକ ବ୍ୟବସାୟ ୫୩ ପ୍ରତିଶତ କମିଛି । ପ୍ରଥମ ତ୍ରୈମାସିକରେ କମ୍ପାନୀର ସେଲ୍ସ ଭଲ୍ୟୁମ୍ ୬୪ଏମ୍ଏମ୍ଏସ୍ସିଏମ୍ ଥିବା ବେଳେ ଗତ ୨୦୨୦ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ୧୩୭ ଥିଲା । ସୁଧ, ଟିକସ, ଅବନତି ଓ ୠଣମୁକ୍ତି ପୂର୍ବରୁ କମ୍ପାନୀର ଆୟ ୮୬ କୋଟି ରହିଛି । ସଂଚାଳନରୁ ୨୦୭ କୋଟି ଟଙ୍କା ରାଜସ୍ୱ ଆଦାୟ ହୋଇଛି । କମ୍ପାନୀର ତ୍ରୈମାସିକ ଫଳାଫଳ ପ୍ରକାଶ ଉପରେ ମନ୍ତବ୍ୟ ଦେଇ ଆଦାନୀ ଗ୍ରୁପ୍ର ଅଧ୍ୟକ୍ଷ ଶ୍ରୀ ଗୌତମ ଆଦାନୀ କହିଛନ୍ତି, “ବିଶ୍ୱ ମହାମାରୀ ମଧ୍ୟରେ ଆଦାନୀ ଗ୍ୟାସ୍ ଲିମିଟେଡ୍ ଭଲ ପ୍ରଦର୍ଶନ କରିଛି ଓ ସ୍ଥିରତା ପାଇଁ ପ୍ରତିବଦ୍ଧତା ଜରୁରୀ । ସରକାରଙ୍କ ନୀତି ଅନୁଯାୟୀ ଆମେ ଏକ ନିରାପଦ, ସ୍ୱଚ୍ଛ ଏବଂ ସବୁଜ ଶକ୍ତି ଯୋଗାଇବା ପାଇଁ ଦେଶର ଦୃଷ୍ଟିକୋଣରେ ସହଯୋଗ କରିବାକୁ ପ୍ରତିବଦ୍ଧ । ଯେହେତୁ ଭାରତର ଅର୍ଥନୀତି ଧିରେ ଧିରେ ପୁନର୍ଜୀବିତ ହେଉଛି, ବିଶ୍ୱ ମହାମାରୀ ଦ୍ୱାରା ସୃଷ୍ଟି ହୋଇଥିବା ଆହ୍ୱାନକୁ ଦୂର କରିବା ପାଇଁ ଆଦାନୀ ଗ୍ୟାସ୍ ଯଥାସମ୍ଭବ ପ୍ରଚେଷ୍ଟାରତ ।” ଆଦାନୀ ଗ୍ୟାସ୍ର ସିଇଓ ଶ୍ରୀ ସୁରେଶ ମଙ୍ଗଲାନି କହିଛନ୍ତି, ଏକ ଦାୟିତ୍ୱବାନ ପ୍ରାକୃତିକ ଗ୍ୟାସ୍ ସେବା ପ୍ରଦାନକାରୀ ଭାବରେ ଆଦାନୀ ଗ୍ୟାସ୍ ଏଭଳି କଠିନ ସମୟରେ ସିଏନ୍ଜି ଓ ପିଏନ୍ଜିର ନିରନ୍ତର ଯୋଗାଣ ଏବଂ ଗ୍ରାହକଙ୍କୁ ନିରବଚ୍ଛିନ୍ନ ସେବା ପ୍ରଦାନ ଜାରି ରଖିଛି । କମ୍ପାନୀ କ୍ରମାଗତ ଭାବେ ବିକାଶ ଉପରେ ନଜର ରଖିଛି ଏବଂ ଏହି ଅଦୃଶ୍ୟ ପରିସ୍ଥିତିର ପ୍ରଭାବକୁ କମାଇବାକୁ ସକ୍ରିୟ ଭାବେ କାର୍ଯ୍ୟ କରୁଛି ।
Adani Gas published Q1 FY21 Results
Laxmikanta Nath 2020-08-07 22:39:36
Bhadrak, 07Aug(RNI): Adani Gas Ltd. announced its financial results for the first quarter ended 30th June 2020. With continued lockdown of 69 days in Q1 FY21 the Company witnessed volume impact of 53 % as compared to Q1 FY20. Company’s Q1 FY21 sales volume is 64MMSCM, which was 137 MMSCM in Q1 FY20. Company’s EBITDA is 86 crore. Revenue from Operations stood at INR 207 Cr. There was a progressive rebound in volumes as compared to pre-covid situation and exit volume as on 30th June 2020 had already reached at 1.25 mmscmd as compared to 1.60 mmscmd for the month of Mar '20. The operational performance of the business continues to be recovering in a phased manner towards Pre COVID level. During the period of lockdown, the Company had maintained uninterrupted supply of Natural Gas – 24X7 for PNG and CNG consumers. The Company’s operational efficiency, enhanced focus on supply chain management, contract negotiations, third party spend, and fuel efficiencies have helped in partially addressing the impact of lower volumes and improving EBITDA margin in Q1 FY20. Commenting on the quarter result of the Company, Mr. Gautam Adani, Chairman, Adani Group said, “Adani Gas Limited has delivered a good performance even amidst the global pandemic. Commitment to sustainability is the cornerstone of the growth which AGL is set to chart. In line with the Government’s policy we are committed to contribute to the nation’s vision of providing a safer, cleaner and greener energy. As India’s economy slowly revitalizes, Adani Gas will put its best to overcome challenges. Mr. Suresh Manglani, CEO of Adani Gas said, “As a responsible natural gas service provider, Adani Gas Limited has ensured continuous supply of CNG and PNG, uninterrupted and prompt customer care service during these tough times. The company is continuously and closely monitoring the developments and is actively working to moderate the impact of this unprecedented situation.

Top Stories

Home | Privacy Policy | Terms & Condition | Why RNI?